ଶାରଦୀୟ ଅଭିନନ୍ଦନ

0 172

ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର ପରିବେଶ। ଆଜି ପୀଠରେ ମାଙ୍କର ମହା ଦଶମୀ ଥିବାବେଳେ ମଣ୍ଡପରେ ମହାନବମୀ।ପବିତ୍ର ଦଶହରା ପର୍ବ ଓ ଦୁର୍ଗାପୂଜା ଉପଲକ୍ଷେ ଆପଣଙ୍କୁ ଅନେକଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଜଗତ
ଜନନୀମାଦୁର୍ଗା,ଆପଣ ତଥା ଆପଣଙ୍କ ପରିବାରବର୍ଗଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ।ଏହାହିଁ ମାଙ୍କ ଚରଣାବିନ୍ଦରେ
satyasandhana ପରିବାର ପକ୍ଷରୁ ପ୍ରାଥନା ଓ
ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ।

 

Leave A Reply

Your email address will not be published.