ମହାନଦୀରେ ବୁଡ଼ି ବ୍ୟବସାୟୀ ନିଖୋଜ

0 167

କଟକ,୮/୧୧(ଏସଏସ ନିଉଜ) ମହାନଦୀ ପଠାରେ ଗାଧୋଇବା ବେଳେ ବୁଡ଼ି ବ୍ୟବସାୟୀ ନିଖୋଜ ହୋଇଛନ୍ତି।ବାଲିଯାତ୍ରା ପୂର୍ବରୁ ଅଘଟଣ ଘଟିଛି।ନିଖୋଜ ବ୍ୟକ୍ତିଙ୍କ ଘର ବିହାରରେ ହୋଇଥିବାବେଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଆସିଥିଲେ।ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.