ପରୀକ୍ଷା ଦେଇ ଫେରୁଥିବା ବେଳେ ଓଲଟିପଡ଼ିଲା ଟ୍ରକ୍

ଆଖିବୁଜିଲେ ୪ଜଣ

0 147

ଭୁବନେଶ୍ୱର.୮/୧୧(ଏସଏସନିଉଜ) ମହାରାଷ୍ଟ୍ର ରାଇଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି ।ଅଟୋଉପରେ ବାଲିବୋଝେଇ ଟ୍ରକ୍ ଓଲଟିପଡ଼ିବାରୁ ଦୁର୍ଘଟଣାଘଟିଛିାଏଥିରେ ୩ ଛାତ୍ରଙ୍କ ସହ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ୨୫ରୁଅଧିକ ଆହତହୋଇଛନ୍ତି। ମଧ୍ୟପ୍ରଦେଶର ଦତିଆଜିଲ୍ଲାର ସେବରାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକଦୁର୍ଘଟଣା। ଗତକାଲି ବିଳମ୍ବିତରାତିରେ ଏକଟ୍ରାକ୍ଟରର ଟ୍ରଲିରେ ବସି ଭିଣ୍ଡ ଜିଲ୍ଲାରୁ ଯାଉଥିଲେ। ପରୀକ୍ଷା ଦେଇ ଫେରୁଥିବା ବେଳେ ଓଲଟିପଡ଼ିଥିଲା ଟ୍ରକ୍‌ା ପୁଲିସ ଘଟଣାସ୍ଥଳରେପହଞ୍ଚି ଆହତଙ୍କୁ ଉଦ୍ଧାରକରି ଦତିଆ ଓ ଗ୍ୱାଲିୟରଜିଲ୍ଲା ହସ୍ପିଟାଲରେ ଭର୍ତ୍ତିକରିଛି। ଦୁର୍ଘଟଣାରେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାନେଇ ଆଶଙ୍କା କରାଯାଉଛି। ସେପଟେ ଏହି ଦୁର୍ଘଟଣାକୁନେଇ ମଧ୍ୟପ୍ରଦେଶମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ ଦୁଃଖପ୍ରକାଶ କରିବାସହ ସେ ଟ୍ୱିଟ୍ କରି ମୃତବ୍ୟକ୍ତିଙ୍କଆତ୍ମାର ସଦ୍‌ଗତି କାମନାକରିବା ସହ ତାଙ୍କପରିବାରପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

 

 

 

Leave A Reply

Your email address will not be published.