୫୫ଜଣିଆ ପ୍ରାର୍ଥୀତାଲିକା ପ୍ରକାଶକଲା ଅଲଇଣ୍ଡିଆକଂଗ୍ରେସ

0 171

ଭୁବନେଶ୍ୱର,୨୮।୧ (ଏସଏସ ନିଉଜ)ଆସନ୍ତା ମେଘାଳୟ ବିଧାନସଭା ନିର୍ବାଚନପାଇଁ ୫୫ ଜଣ ପ୍ରାର୍ଥୀଙ୍କତାଲିକା ପ୍ରକାଶ କରିଛି ଅଲଇଣ୍ଡିଆକଂଗ୍ରେସ lଏହି ନିର୍ବାଚନ ଫେବୃଆରୀରେ ଅନୁଷ୍ଠିତହେବ ଏବଂ ଫଳାଫଳ ମାର୍ଚ୍ଚ୨ରେ ଘୋଷଣା କରାଯିବ।
ମୁଖ୍ୟ ନିର୍ବାଚନକମିଶନର ରାଜୀବକୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତ୍ରିପୁରାରେ ବିଧାନସଭା ନିର୍ବାଚନପାଇଁ ଫେବୃଆରୀ ୧୬ ରେ ଗୋଟିଏପର୍ଯ୍ୟାୟରେ ଏବଂ ଫେବୃଆରୀ ୨୭ରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ହେବ। ଫଳାଫଳ ମାର୍ଚ୍ଚ ୨ରେ ଘୋଷଣା କରାଯିବ।ସେପଟେ ସିଇସି କହିଛିଯେ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ମତଦାନ ରାଜ୍ୟ ଯଥାକ୍ରମେ ମାର୍ଚ୍ଚ ୧୨, ୧୫ ଏବଂ ୨୨ ରେ ହେବ ଶେଷ ।

Leave A Reply

Your email address will not be published.