ଗୋଚାଳଣ ଅଭିଯୋଗରେ ୩କୋର୍ଟଚାଳଣ

ବାରଙ୍ଗ,୮ା୧(ଏସଏସନିଉଜ) ରାସ୍ତା ଉପରେ ଶୋଇରହୁଥିବା ଗୋରୁଗାଇଙ୍କୁ ଉଠାଇନେଇ ବେଆଇନଭାବେ ଗୋରୁଚାଳଣ କରିଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ତିନିଜଣଙ୍କୁ ଗିରଫକରି ବୁଧବାରାଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ମଙ୍ଗଳାବାଗ ଥାନା ଅଂଚଳର ଏସକେଅଫସର(୨୭), ଲାଲବାଗଥାନା ଅଂଚଳର ଏସକେମକସୁଡ (୨୪) ଓ ଦରଘାବଜାର ଥାନା ଅଂଚଳର କେ. ଗୋପାଳକ୍ରିଷ୍ନ(୨୫) ।ଏହି ତିନିଜଣ ଯୁବକ ମଙ୍ଗଳବାରବଢିଭୋର ସମୟରେ ବାଙ୍କୀପଟରୁ ରାସ୍ତାରେ ଶୋଇଥିବା ୩ଟ ଗୋଟିଏ ଷଣ୍ଡ ଓ ୨ଟି ଗାଈକୁ ଉଠାଇ ଓଡି ୦୫ ଏଡବ୍ଲ ୦୭୯୦ନଂ ଟାଟାଏସିଗାଡିରେ ଲଦି ବାରଙ୍ଗ ପଟକୁ ଆସୁଥିଲେ ।ଗାଡିଟିି ଦୃତଗତିରେ ଆସୁଥିବାବେଳେ ପୁରୀ ମୁଖ୍ୟକେନାଲ ବ୍ରିଜପାଖରେ ଅଟକି ଯାଇଥିଲା ସ୍ଥାନୀୟଲୋକମାନେଗାଡିରେ ଥିବା ଗାଇକୁ ଦେଖି ପେଟ୍ରୋଲିରେ ଥିବା ଗୋିସାହିଫାଣ୍ଡି ପୋଲିସକୁ ଖବରଦେବାପରେ ପୋଲିସ ଆସି ଟାଟାଏସି ସହ ତିନିଜଣଙ୍କୁ ଫାଣ୍ଡିକୁ ନେଇ ପଚରାଉଚରା କରିବାପରେ ସୋମାନେ ରାସ୍ତାକଡରୁ ଗାଇମାନଙ୍କୁ ଉଠାଇ କଂସେଇଖାନାରେ ବିକ୍ରିପାଇଁ ନେଉଥିବାର ମାନିଥିଲେ ।ପରେ ପୋଲିସ ୩ଟିଶଣ୍ଢ ଓ ୨ଗାଇଙ୍କୁ ଉଦ୍ଧାର କରି ଅନ୍ନପୁର୍ଣାଗୋଶାଳାକୁ ପଠାଇବା ସହ ବୁଧବାରଦିନ ତିନିଜଣଙ୍କୁ କୋର୍ଟଚାଳଣ କରିଛି ।

- Advertisement -

Leave A Reply

Your email address will not be published.