ବାରଙ୍ଗ,୮ା୧(ଏସଏସନିଉଜ) ପ୍ରଧାନମନ୍ତ୍ରୀଗ୍ରାମୀଣ ଆବାସ ଯୋଜନାରେ ହେଉଥିବା ବ୍ୟାପକ ଅନିୟମିତତା ବିରୁଦ୍ଧରେ ବାରଙ୍ଗମଣ୍ଡଳବିଜେପି ସଭାପତି ପ୍ରଭାତମହାପାତ୍ରଙ୍କ ନେତୃତ୍ୱରେ ବିଜେପିକର୍ମୀମାନେ ବୁଧବାରଦିନ ବ୍ଲକ ଘେରାଉ କରିବା ସହ ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଜେପିକର୍ମୀମାନେ ତ୍ରିଶୁଳିଆଛକଠାରୁ ଏକ ବିରାଟ ପଦଯାତ୍ରାରେ ବ୍ଲକ ପର୍ଯ୍ୟନ୍ତ ବିଭିର୍ଣ ସ୍ଲୋଗାନମାନ ଦେଇ ଚାଲିଚାଲିଆସିଥିଲେ ।ଏଥିରେ ବାଙ୍କୀନେତା ଶୁଭ୍ରାଂଶୁ ମୋହନପାଢୀ,ଜିଲ୍ଲାସମ୍ପାଦକପ୍ରଭାସରାଉତ,ସୁଭୟସାହୁ,ସୁଜାତାପରିଡା,ଲିନୁବେହେରା,ମଧୁସ୍ମିତାଘଡେଇ,ଗୋବି୍ଦସ୍ୱାଇଁ,ବିଭୁତିଭୁଷଣଜେନା ,ବିଜୟପାଣି.ନିଳକଣ୍ଠମାଝୀ ପ୍ରମୁଖ ଶତାଧିକ ବିଜେପି କର୍ମି ଯୋଗଦେଇଥିଲେ ।
