ପପୁ ପମପମକୁ ପଥରମାଡ

0 206

ଗଞ୍ଜାମ,୧୯।୨(ଏସଏସ ନିଉଜ)ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଆସି ହଟହଟା ହେଲେ କମେଡିକିଙ୍ଗ ପପୁ ପମପମ୍ ।ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାଥାନା ଅନ୍ତର୍ଗତ ଚିକିଟିବ୍ଳକର ସୋରଳ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା lତେବେ ଅଭିନେତା ପପୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ପଥରମାଡରେ ଦେଢଲକ୍ଷ ଟଙ୍କାର ଡିସପ୍ଲେ ବୋର୍ଡ ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.