ଆଜିର ରାଶିଫଳ

୯-୩-୨୦୨୩(ଗୁରୁବାର)ବୃଷ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭରାଶିର ଘାତବାର ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବୋଇତି କଖାରୁ ରାତ୍ରି ଘ୯।୧୨ ଗତେ ପୋଟଳଭକ୍ଷଣ ନିଷେଧ ।
ମେଷ:-ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । କୌଣସି ଲୋକ ଆପଣଙ୍କର ପରାମର୍ଶ ନେବେ। ବେପାରରେ ଯଥେଷ୍ଟ ଲାଭ ହେବ।
ବୃଷ:-କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ ଅଚାନକ ଅର୍ଥ ଆସିବ । ବାପାଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନନେବେ।
ମିଥୁନ:-କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ ଆପଣଙ୍କ ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।
କର୍କଟ:-ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ ଆଇନଜୀବୀଙ୍କ ଲାଗି ଦିନଟି ଉତ୍ତମା ଅଚାନକ ଧନଲାଭ ହେବ।
ସିଂହ:-ଧର୍ମକର୍ମ କରନ୍ତୁ ଲାଭ ମିଳିବ। ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବା କାରବାର ସମ୍ବନ୍ଧୀୟ କାର୍ଯ୍ୟରେ ଦୂର ସ୍ଥାନକୁ ଯିବେ।
କନ୍ୟା:-ପ୍ରଭୁଙ୍କ ଦର୍ଶନ କରନ୍ତୁ, ମନସ୍କାମନା ପୂରଣ ହେବ।ଅଫିସରେ ସ୍ଥଗିତ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ। ନୂଆ କାରବାରରେ ଅର୍ଥ ଲଗାଇବେ।
ତୁଳା:-କାରଖାନାରେ ମେସିନ ଖରାପ ହେବା ଯୋଗୁଁ ଚିନ୍ତିତ ରହିବେ। ପରିବାର ପକ୍ଷରୁ କୌଣସି ଭଲ ଖବର ମିଳିବା ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ବିଛା:-ବନ୍ଧୁ ଉତ୍ତମ ପରାମର୍ଶ ଦେବା ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ଧନୁ:-ପୁଞ୍ଜି ବଜାରରେ ନିବେଶ ପାଇଁ ଭଲ ଦିନଟିଏ। ନେତୃତ୍ବ ନେବାର କ୍ଷମତା ଆତ୍ମବିଶ୍ବାସ ବଢ଼ାଇବ। ପାରିବାରିକ ଜୀବନ ସୁଖମୟ ହେବ।
ମକର:-ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ଅଫିସରେ ଆହ୍ବାନର ସାମନା କରିବାକୁ ସକ୍ଷମ ହେବେ। ଘରକୁ ବନ୍ଧୁ ଆସିବେ।
କୁମ୍ଭ:-ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅର୍ଥ ଦେବା-ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।
ମୀନ:-ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି । ବିଶେଷ କାର୍ଯ୍ୟ କରିବେ। ସମ୍ପର୍କରେ ସୁଧାର ଆସିବ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.