କଟକ-ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ

0 239

୧-ନବୀନଙ୍କ ଐତିହାସିକ ନିଷ୍ପତ୍ତି – ସରପଞ୍ଚଙ୍କୁ ଜିଲାପାଳ କ୍ଷମତା। ଏହି ନିଷ୍ପତ୍ତି କ୍ରମେ ଲକ୍‌ଡାଉନ୍ ଉଠିବା ପରେ ଯେଉଁମାନେ ନିଜ ଘରକୁ ଫେରିବେ ସେମାନେ ପ୍ରଥମେ ନିଜ ନାମ ପଞ୍ଜୀକରଣ କରିବେ ଏବଂ ୧୪ ଦିନ ସଙ୍ଗରୋଧ (କ୍ୱାରେଣ୍ଟାଇନ୍)ରେ ରହିବେ।
୨-ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ, ଆଇଡି କାର୍ଡ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚିଠି ଥିଲେ ଅଟକାଇବନି ପୋଲିସ।
୩-ଭୁବନେଶ୍ୱର: ୭ପରିବାରର ଘର ଭଡ଼ା ଛାଡ଼ କରିଦେଲେ ବରମୁଣ୍ଡା ଅଂଚଳର ସୌଦାମିନୀ ସାମନ୍ତରାୟ।
୪-ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମହମ୍ମଦ ରଫିକ୍।
୫-ଗଞ୍ଜାମ ଜିଲ୍ଲାରେ କୋହଳ ହେଲା ଲକ୍‌ଡାଉନ୍ ନିୟମ।
୬-ଝାରସୁଗୁଡାରେ ଲକ୍‌ଡାଉନ୍ ନିୟମ କୋହଳ ପୂର୍ବରୁ ୫ ଲକ୍ଷ ଟଙ୍କାର ପାନ ମସଲା, ଗୁଟଖା- ସିଗାରେଟ୍ ଜବତ।
୭-କଟକ-ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ, ଟ୍ୱିଟ କରି ସ୍ପଷ୍ଟ କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ।
୮-କମିବ ନାହିଁ ପେନସନ; କେନ୍ଦ୍ର ସରକାର ଦେଲେ ଆଶ୍ବାସନା।
୯-ନୂଆ ଦିଲ୍ଲୀ:ଚୀନ୍ର ପୁଞ୍ଜିନିବେଶ ଉପରେ କେନ୍ଦ୍ର କଠୋର।
୧୦-ଆଜିଠୁ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ଉପଲବ୍ଧ ହେବ ଅଣଅତ୍ୟାବଶ୍ୟକୀୟ ସାମଗ୍ରୀ।
୧୧-ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପରେ ଏବେ ଚୀନ ଉପରେ ଚାପ ପକାଇଲା ଅଷ୍ଟ୍ରେଲିଆ, କହିଲା ଅନ୍ତରାଷ୍ଟ୍ରୀୟ ତଦନ୍ତ ହେଉ।

Leave A Reply

Your email address will not be published.