ମନମୋହନ ସାମଲ ହେଲେ

ରାଜ୍ୟ ବିଜେପିସଭାପତି

ମନମୋହନସାମଲ ହେଲେ ରାଜ୍ୟ ବିଜେପିସଭାପତି
ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି। ନିଯୁକ୍ତି ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ ମିଳିଛି।

- Advertisement -

Leave A Reply

Your email address will not be published.