ଅଶୋକାଷ୍ଟମୀ ପାଇଁ ଲୋକାଲ ହଲିଡେ

0 111

ଭୁବନେଶ୍ୱର,୨୭।୩(ଏସ ଏସନିଉଜ)ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଲୋକାଲ ହଲିଡେ ଘୋଷଣା କରାଯାଇଛି।
୨୯ତାରିଖ ବୁଧବାର ଦିନଟିକୁ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ RDC।ଲୋକାଲ ହଲିଡେ ପାଇଁ ବୁଧବାର ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ରହିବ।

Leave A Reply

Your email address will not be published.