ଅଶୋକାଷ୍ଟମୀ ପାଇଁ ଲୋକାଲ ହଲିଡେ

ଭୁବନେଶ୍ୱର,୨୭।୩(ଏସ ଏସନିଉଜ)ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଲୋକାଲ ହଲିଡେ ଘୋଷଣା କରାଯାଇଛି।
୨୯ତାରିଖ ବୁଧବାର ଦିନଟିକୁ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ RDC।ଲୋକାଲ ହଲିଡେ ପାଇଁ ବୁଧବାର ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ରହିବ।

- Advertisement -

Leave A Reply

Your email address will not be published.