ଆଜିଠୁ ମାହିଙ୍ଗୁଳାଙ୍କ ଯାତ୍ରା

ତାଳଚେର,୪ା୪(ଏସଏସନିଉଜ) ଅନୁଗୁଳଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀଦେବୀ ମାହିଙ୍ଗୁଳାଙ୍କ ପ୍ରସିଦ୍ଧଯାତ୍ରା ଓ ୧୯ତମ ଲୋକମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ।ଏହାକୁ ନେଇ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି।ଚଳିତ ବର୍ଷ ମାଙ୍କ ମନ୍ଦିରଠାରୁ କିଛିଦୂରରେ ଉଭାସ୍ଥଳ ହୋଇ ଥିବାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣଲାଗି ବ୍ୟବସ୍ଥା କରାଯାଇଥିବାବେଳେ ସମଗ୍ର ପୀଠକୁ ସିସିଟିଭି ନଜରରେ ରଖାଯାଇଛି।

- Advertisement -

Leave A Reply

Your email address will not be published.