ଓଡ଼ିଶାରେ ପରିବର୍ତ୍ତନ ହେବ-ମନମୋହନ

ଭୁବନେଶ୍ୱର,୯।୪(ଏସଏସ ନିଉଜ)ରାଜ୍ୟରେ ବିଜେପି ସରକାର ଗଠନ ନେଇ ମନମୋହନ ସାମଲଙ୍କ ଦୃଢ଼ୋକ୍ତି କରିଛନ୍ତି। ଦିଲ୍ଲୀରୁ ଫେରିବାର ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ। ସେ କହିଛନ୍ତି ଓଡ଼ିଶାରେ ସରକାରପାଇଁ କେନ୍ଦ୍ରୀୟ ନେତା ସହଯୋଗ ଦେବେ ବୋଲି କହିଛନ୍ତି। ଓଡ଼ିଶାଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀନେତା ଜାଣିଛନ୍ତି।ଦିଲ୍ଲୀଗସ୍ତ ସଫଳ ହୋଇଛି ଓ କେନ୍ଦ୍ରୀୟନେତୃତ୍ବ ସିରିୟସ ଅଛନ୍ତି।ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନର ପ୍ଲାନ୍‌ ରହିଛି।କେନ୍ଦ୍ରରେ ପୁଣି ବିଜେପି ସରକାର କରିବ , ଓଡ଼ିଶାରେ ପରିବର୍ତ୍ତନ ହେବ।ଦିନେ ଦୁଇଦିନ ଭିତରେ ଝାରସୁଗୁଡ଼ାପାଇଁ ପ୍ରାର୍ଥୀ ଘୋଷଣା ହେବବୋଲି
ମନମୋହନ କହିଛନ୍ତି।

- Advertisement -

Leave A Reply

Your email address will not be published.