କରୋନା କ୍ଷତରେ ଅର୍ଥନୀତିର ମଲମ

0 240

ସଂକ୍ଷେପରେ ସକାଳର ଖବର ,ତାରିଖ ୧୪/୦୫/୨୦, ଗୁରୁବାର
୧-ଆତ୍ମନିର୍ଭର ଭାରତ ଅଭିଯାନ’:ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିନା ଗ୍ୟାରେଣ୍ଟିରେ ୩ଲକ୍ଷ କୋଟିର ୠଣ ସହାୟତା।
୨-ବିଭିନ୍ନ କାର‌୍ୟ୍ୟ ନିମନ୍ତେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ୩୧୦୦ କୋଟି ଟଙ୍କା ଦେଶ ଉଦ୍ଦେଶ୍ୟରେ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ।
୩-କରୋନା କ୍ଷତରେ ଅର୍ଥନୀତିର ମଲମ,। ଆଉ ୩ ମାସ ଇପିଏଫ ଭରିବେ ସରକାର । ଅଗଷ୍ଟ ମାସ ଯାଏଁ ଇପିଏଫ ଜମା କରିବେ କେନ୍ଦ୍ର ସରକାର । ନଭେମ୍ବର ୩୦କୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ତାରିଖ।
୪-କରୋନା ମୁକାବିଲା ବେଳେ ବଦଳିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ମିଳିଲା ଶକ୍ତି ବିଭାଗର ପ୍ରମୁଖ ସଚିବ ପଦ।ପ୍ରଦୀପ କୁମାର ମହାପାତ୍ର ହେଲେ ସ୍ବାସ୍ଥ୍ୟ ସଚିବ।
୫-କରୋନା ମୁକାବିଲାରେ ସାମିଲ ହେବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ମିଳିବ ପୁନଃ ନିଯୁକ୍ତି, ୮୬ଟି ଜେଲରୁ ୭୨୫୫ ବିଚାରଧୀନ ବନ୍ଦୀଙ୍କୁ ଜାମିନ।
୬-ଗ୍ରୀନ୍ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା।
୭-ଆର୍.ଉଦୟଗିରି:ଖାକିରେ ଗୋଲାପୀ ଦାଗ: ସବ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଗଜପତି ଏସପି।
୮-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼! ମେ ୧୬ରେ ନେଇପାରେ ସାଇକ୍ଲୋନିକ୍ ଷ୍ଟର୍ମର ଆକାର।
୯-ନୂଆଦିଲ୍ଲୀ:ବନ୍ଦେ ଭାରତ ମିଶନର ଦ୍ଵିତୀୟ ପର‌୍ୟ୍ୟାୟ,ଉଡାଣ ଭରିବ ୧୪୯ ବିମାନ, ସ୍ଵଦେଶ ଫେରିବେ ୩୦ ହଜାର ଭାରତୀୟ।
୧୦-୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନରେ ଚାଲିବ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ୍।

Leave A Reply

Your email address will not be published.