ମେଣ୍ଢାଶାଳରେ କୁମ୍ଭମେଳା ମହୋସ୍‌ବ ଉଦଯାପିତ

ମେଣ୍ଢାଶାଳ,୧୫ା୨. (ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସବୁବର୍ଷଭଳି ଚଳିତବର୍ଷ କୁମ୍ଭସଂକ୍ରାନ୍ତିରେ କୁମ୍ଭମେଳା ମହୋସ୍‌ସବ ଆରମ୍ଭ ହୋଇ ବୁଧବାର ବିଳମ୍ଭିତରାତିରେ ଉଦ୍‌ଯାପିତହୋଇଯାଇଛି ।୧୩ତାରିଖ ସନ୍ଧ୍ୟାରେ ଅଙ୍ଗୁରାରୋପାଣ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ।ଏହି କୁମ୍ଭମେଳାରେ ମେଣ୍ଢାଶାଳ, ଗିରିଙ୍ଗାପୁଟ,ହରିଡାମଡା,ମଳିପଡା, ଗୋପିନାଥପୁର,ଓଗରସୁଆାଁ, ପିତାପଲ୍ଲୀ,ଜାଆଁଳା,ତମାଣ୍ଡୋ,ଘାଟିକିଆ,ପରପଦା,ଘୋରକଣା,ଶଣ୍ଢପୁର,ବଡରଘୁନାଥପୁର,ଗଉଡକାଶିପୁର,କୁଜିମହଲ,ପଳାଶପୁର,ପାଣିଓରା,ଭୋଳା,ରେଙ୍ଗଳପାଟଣା,ଅରାଗଡ,ମିନଚିନପାଟଣା ଓ ଭାଁପୁରଗ୍ରାମର ସଙ୍ଗିର୍ତନମଣ୍ଡଳୀ ଘୋ୍‌େଇଦଇ ଅହୋରାତ୍ର ଭଜପରିବେଣ କରିଥିଲେ ।ସନ୍ଧ୍ୟା ସମୟରେ ମହୋସ୍‌ସବ ଅନୁଷ୍ଠିତହୋଇ ବିଳମ୍ଭିତରାତି ପର୍ଯ୍ୟନ୍ତଚାଲଥିଲା ଏଥିରେ ଗ୍ରାମ ଓ ଆଖପାଖଗ୍ରାମରୁ ଦଶହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତ ଯୋଗଦେଇ ପ୍ରସାଦସେବନ କରିଥିଲେ ।ଏହି ମହୋ୍‌ସବରେ ବିଭୁତିବଃଳବନ୍ତରାୟ,ମନ୍ନଥରାଉତରାୟ,ବିଶ୍ୱରଞନବଡଜେନା,ଅର୍ଦ୍ଦେନ୍ଦୁଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲୋ ।ମନ୍ଦିରକମିଟି ସଂଚାଳକ ପ୍ରଫୁଲକୁମାରଶ୍ରିଚନ୍ଦନ,ବାଙ୍କବିହାରୀଦାସ.ଭାରତଭୁଷଣ ମହାରଣା,ଭରତଚନ୍ଦରାଉତରାୟ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

- Advertisement -

Leave A Reply

Your email address will not be published.