ଯାଞ୍ଚ ହେବ ଘିଅ

ପୁରୀ,୨୪ା୯(ଏସଏସନିଉଜ)ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅ ।ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ଯୋରଦାର ପ୍ରଚାର ହେବାପରେ ଶ୍ରୀମନ୍ଦିରରେ ଘିଅର ମାନ ନେଇ ପରୀକ୍ଷାକରାଯିବାଏନେଇ ପୁରୀ ଜିଲ୍ଲାପାଳଙ୍କ ବୟାନ ଅନୁ୍ୟାୟୀ ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି ।ତେଣୁ ଘିଅର ମାନ ପରୀକ୍ଷା କରାଯିବାନେଇ ସୁଚନା ଦେଇଛନ୍ତି ।

 

- Advertisement -

Leave A Reply

Your email address will not be published.