ଗୋଟିଏ ଅଫିସ୍‌ରେ ୩ବର୍ଷରୁ ଊର୍ଦ୍ଧ୍ବ ରହିଲେ ବଦଳି

ଭୁବନେଶ୍ଵର,୧୬।୫(ଏସଏସନିଉଜ)ରାଜସ୍ୱ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ମିଳିଛି।ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶୀଘ୍ର ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଗୋଟିଏ ଅଫିସ୍‌ରେ ରହିଲେ ବଦଳି ଅନିବାର୍ଯ୍ୟ ବୋଲି କୁହାଯାଇଛି।ଜୁନ୍ ୧୫ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ ରହିଛି।

- Advertisement -

Leave A Reply

Your email address will not be published.