ପ୍ରେମ ପାଇଁ ଛୁଆକୁ ଛାଡି ଛୁ ହେଲା ମା

0 239

ଭୁବନେଶ୍ବର:୨୪/୧୧-    ହଜିଯାଇଛି ମାନବିକତା। ପ୍ରେମ ପାଇଁ ଜଣେ ମା’ ତା’ର ଦୁଇ ପିଲାଙ୍କୁ ଛାଡି ଅନ୍ୟ  ପୁରୁଷ ସହ ଫେରାର ହୋଇଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକର ଚାଉଳିଆଗଞ୍ଜ ଅଂଚଳରେ। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଉଠିଛି। ଅନ୍ୟ ପକ୍ଷରେ ଅସହାୟ ଦୁଇଟି ପିଲା ରାସ୍ତାରେ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବସୁନ୍ଧରାରେ ଛଡାଯାଇଥିବା ସୁଚନା ମିଳିଛି ।

Leave A Reply

Your email address will not be published.