ମୁଖାପନ୍ଧା ଡକାୟତ ଲୁଟିଲେ ବ୍ୟାଙ୍କ୍‌

0 288

କଟକ,୧୯/୧୧(ଏସଏସନିୟୁଜ) କଟକର ଏକ ବ୍ୟାଙ୍କରୁ ଡକାୟତମାନେ ବନ୍ଧୁକ ଦେଖାଇ ୧0କୋଟି ଟଙ୍କାରୁ ଉର୍ଦ୍ଧ ସୁନାଗହଣା ସହ ୪ଲକ୍ଷ୍ୟ ଟଙ୍କା  ଲୁଟି ନେଇଛନ୍ତି । କଟକ ନୟାସଡ଼କରେ ଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥା (ଆଇଆଇଏଫଏଲ୍ ବ୍ୟାଙ୍କ)ଆଜି ଖୋଲିବା ପରେପରେ ମୁଖାପିନ୍ଧା ୪/୫ଜଣ ଯୁବକ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇଥିଲେ ।କର୍ମଚାରୀ ମାନଙ୍କୁ ଭୟଭିତ କରାଇ ଲକର ଓ ଷ୍ଟ୍ରଙ୍ଗରୁମ ଚାବି ନେଇ ୧୨କୋଟି ଟଙ୍କା ଲୁଟି ପଳାଇଥିଲେ ।ଖବର ପାଇଁ ପୋଲିସ ଘଟଣାସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.