ପୁଣି ଥରାଇବ ଶୀତ

ଆଜି ସକାଳର ତାଜା ଖବର,ତାରିଖ - ୨୨/୧୨/୨୦୨୦(ମଙ୍ଗଳବାର)

0 446

୧. ଦୁର୍ନୀତି ବିକାଶର ବଡ଼ ଶତ୍ରୁ : ଏହା ନବୀନ ପ୍ରକାଶ କରିଛନ୍ତି , ଲଢ଼େଇକୁ ଆହୁରି ଜୋରଦାର କରିବାକୁ ଘୋଷଣା କରିଛନ୍ତି । ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ଦେବେ ସମ୍ପତ୍ତି ତାଲିକା ।
୨. ଥରାଇବ ଶୀତ : ୪ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ । ଫୁଲବାଣୀରେ ତାପମାତ୍ରା ୪ ଡିଗ୍ରୀକୁ ଖସିଲା ।
୩. ସମ୍ବଲପୁର : ଟ୍ରେନ ଧକ୍କାରେ ହାତୀ ମୃତ । ଇଞ୍ଜିନ ଲାଇନ ଚ୍ୟୁତ , ଯାତ୍ରୀ ସୁରକ୍ଷିତ । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ।
୪. ପରୀ ହତ୍ୟା ମାମଲା : ଏସ୍ଆଇଟି ରିମାଣ୍ଡରେ ଅଭିଯୁକ୍ତ । ଅଧିକ ତଦନ୍ତ ପାଇଁ ପୋଖରୀ ଶୁଖାଯିବ , ଯଥେଷ୍ଟ ପ୍ରମାଣ ରହିଛି ବୋଥ୍ରା ପ୍ରତିକ୍ରିୟା ରଖିଛନ୍ତି ।
୫. ଦିନକ ପରେ କାଳିଆ ଦର୍ଶନ ।
୬. ୨୬ ଦିନରେ କୃଷକ ଆନ୍ଦୋଳନ ହୋଇପାରୁନି ସମାଧାନ ।
୭. ପାକିସ୍ତାନ ଡ୍ରୋନକୁ ଗୁଳିକରି ଉଡାଇଲେ ଭାରତୀୟ ସେନା ।
୮. ଚାଇନାର ନୂଆ ଷଡ଼ଯନ୍ତ୍ର : ସାଦା ପୋଷାକରେ ଭାରତକୁ ପ୍ରେରଣ କରୁଥିଲା ସୈନ୍ୟ ।
୯. ପୁଞ୍ଜି ବଜାରରେ ସେନସେକ୍ସ୍ ନିମ୍ନଗାମୀ ଭାରତ ।
୧୦. ବିଶ୍ୱରେ ତୃତୀୟ : ଭାରତର ଆଭିଏସନ୍ ସେକ୍ଟର ।
୧୧. ଯୁକ୍ତ ତିନି ପ୍ରଥମ ବର୍ଷ ନାମଲେଖା ପାଇଁ ଗାଇଡ଼ଲାଇନ୍ ।
୧୨. ନୂଆଦିଲ୍ଲୀ : ୭୦ ବର୍ଷ ପରେ ଆରମ୍ଭ ହେଲା ତେଲ ଉତ୍ପାଦନ ।
୧୩. ଭାରତକୁ ବ୍ରିଟେନ ମନା ।
୧୪. ଶୀତରେ ଥରୁଛି କଳାହାଣ୍ଡି ।
୧୫. ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୩୬୩ ପଜିଟିଭ୍ ଚିହ୍ନଟ , ୩ ସଂକ୍ରମିତଙ୍କ ମୃତ୍ୟୁ ।
୧୬. ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ୨୪୩୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରବିବାର ଦିନ ୨୬,୬୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସକ୍ରିୟ ରୋଗୀ ସଂଖ୍ୟା ୩ ଲକ୍ଷରେ ସୀମିତ ।
୧୭. ବିଶ୍ୱରେ ୭.୭ କୋଟି କରୋନା ଆକ୍ରାନ୍ତ ହୋଇଛନ୍ତି ।
୧୮. ସିଏଏ ନିୟମାବଳୀ କରାଯିବ : ଅମିତ ଶାହା ।
୧୯. ଓଡ଼ିଶାରେ ଚିତାବାଘ ଦୁଇଗୁଣା ।
୨୦. ଆପିଏଲ୍–୧୫ ରେ ଖେଳିବେ ନୂଆ ଦଳ ! ଦ୍ୱିତୀୟ ଟେଷ୍ଟ୍ ଖେଳିପାରନ୍ତି ଜାଡେଜା ।
୨୧. ବିଶ୍ବରେ କରୋନା ମୃତ୍ୟୁ ୧୭ ଲକ୍ଷ ଟପିଲା । ୭ ଦିନରେ ୭୨ ହଜାର ସଂକ୍ରମିତଙ୍କ ମୃତ୍ୟୁ ।
୨୨. ବଦଳିବ ଡୁଡୁମା ରୂପରେଖ ।
୨୩. ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ହେବ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ।
କରୋନା ଟିପ୍ସ୍ : ଯେ ପର୍ଯ୍ୟନ୍ତ ଟିକା ଓଡିଶାକୁ ଆସିନାହିଁ , ସେ ପର୍ଯ୍ୟନ୍ତ ଆମ୍ଭେମାନେ ଢିଲା କରିବା ନାହିଁ । ମାସ୍କ୍ ପିନ୍ଧନ୍ତୁ , ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ବାରମ୍ବାର ଭଲଭାବରେ ହାତ ଧୁଅନ୍ତୁ , ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।

Leave A Reply

Your email address will not be published.