IPS ସ୍ତରରେ ବଡ଼ ଧରଣର ଅଦଳବଦଳ

0 318

ଭୁବନେଶ୍ୱର,୨୩/୧୨( ଏସସନିୟୁଜ) IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ବଦଳି  ମୁଖ୍ୟ କାର୍ଯ୍ୟଳୟକୁ  ହୋଇଛି । ନୟାଗଡ଼ର ନୂଆ ଏସ୍‌ପି ହୋଇଛନ୍ତି ସିଦ୍ଧାର୍ଥ କଟାରିଆ ।ଅନ୍ୟପଟେ ନରସିଂହ ଭୋଳ ହୋଇଛନ୍ତି ସମ୍ବଲପୁର ପୋଲିସ ମହାନିରୀକ୍ଷକ । ପି. ରାଜେଶ ଉତ୍ତମରାଓ ହୋଇଛନ୍ତି କୋରାପୁଟର ଭାରପ୍ରାପ୍ତ DIG । ସଫିନ ଅହମ୍ମଦ ହୋଇଛନ୍ତି ପୋଲିସ ବୈଷୟିକ ବିଭାଗ DIG । ସାର୍ଥକ ଷଡ଼ଙ୍ଗୀ ହୋଇଛନ୍ତି ଅନୁଗୁଳ DIG।ସେହିପରି ଅବିନାଶ କୁମାର ରାଜ୍ୟ ସଶସ୍ତ୍ର ପୋଲିସ DIG ହୋଇଛନ୍ତି । ବି. ଗଙ୍ଗାଧର ହୋଇଛନ୍ତି ସମ୍ବଲପୁର ଏସ୍‌ପି। ଚରଣ ସିଂହ ମୀନା ହୋଇଛନ୍ତି ଭଦ୍ରକ SP । ଢେଙ୍କାନାଳ ଏସ୍‌ପି ହୋଇଛନ୍ତି କେ. ଶିବା ସୁବ୍ରମଣି । ଏନ୍‌ ସନ୍ଦୀପ ସମ୍ପଦ ହୋଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି। ପି.ଆର୍‌ ହୋଇଛନ୍ତି ଯାଜପୁର ଏସ୍‌ପ । ଏନ୍‌ ସନ୍ଦୀପ ସମ୍ପଦ ହୋଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ।

Leave A Reply

Your email address will not be published.