ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର

0 159

ମାଲକାନଗିରି, ୮/୩(ଏସଏସନିଉଜ) କୋରକୋଣ୍ଡା ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ମାଲକାନଗିରି ପୁଲିସ ।ମାତ୍ରାଧିକ ମଦ୍ୟପାନ ଯୋଗୁ ଭାରସମ୍ୟ ହରାଇ ନଦୀରେ ପଡିଯାଇଥିବାର ପୋଲିସ ଅନୁମାନ କରୁଛି ।ମୃତକଙ୍କ ପରିଚୟ କେହି ଜାଣିନଥିବାରୁ ତାଂକୁ ଚିହ୍ନଟ କରାଯାଇପାରୁନଥିବା ଜଣାପଡିଛି।

 

Leave A Reply

Your email address will not be published.