ଏମ୍ସ ଆକାଉଣ୍ଟ ରୁ ୪ କୋଟି ହଡପ

0 594

ଭୁବନେଶ୍ବର:୨୬/୧୧-ଏମ୍ସ ଆକାଉଣ୍ଟ ରୁ ୪ କୋଟି ଟଙ୍କା ହଡପ ହୋଇଛି ।  ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍‌ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମନ୍ତବ୍ୟ ଦେଉନାହାନ୍ତି। ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୧୪ ଲକ୍ଷ ଟଙ୍କା ଆସିଥିଲା। ଏହାପରେ ଫୁଲବାଣୀ ଏସ୍‌ବିଆଇର କର୍ମଚାରୀଙ୍କ ପ୍ରରୋଚନାରେ ସେ ଏହି ଟଙ୍କା ଉଠାଇ ନେଇଥିବା ଚନ୍ଦ୍ର ନିଜେ କହିଛନ୍ତି।

Leave A Reply

Your email address will not be published.