ଆଜିର ଅନୁଚିନ୍ତା

ତାରିଖ - ୦୯:୦୨:୨୦୨୨ (ବୁଧବାର)

0 327

🦋” ଆଘାତ ” ଶାରୀରିକ ହେଉ କି ମାନସିକ ହେଉ କଷ୍ଟ ତ ମିଳିଥାଏ , ହେଲେ ସେମାନଙ୍କ ମଧ୍ୟରେ ଫରକ କେବଳ ଏତିକି ଯେ ଶାରୀରିକ ଆଘାତ ଆମକୁ କଷ୍ଟ ଦେଇଥାଏ ଆଉ ମାନସିକ ଆଘାତ ଜଣକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଇଥାଏ ।
🦋ଆମେ ଆମର ଚାହିଦା ଅନୁସାରେ କିଛିନା କିଛି ଆଶା ପୁରଣ କରିବାକୁ ସମସ୍ତେ ଚାହିଁଥାନ୍ତି, ହେଲେ ଏମିତି କିଛି ଆଶା କରିବା ଉଚିତ୍ ନୁହେଁ ଯାହା ପୂରଣ ହୋଇପାରୁ ନଥିବ, ଯେଉଁଥିପାଇଁ କି ଆମକୁ ଜୀବନ ସାରା କଷ୍ଟ ମଧ୍ୟ ସହିବାକୁ ପଡ଼ିପରେ ।
🦋ଏ ସଂସାରରେ ମିତ୍ରତା ଏବଂ ସମ୍ପର୍କ “ସମ୍ମାନ” ର ନୁହେଁ ବରଂ “ଭାବ” ର ଭୋକିଲା ହୋଇଥାଏ । ତେଣୁକରି ବନ୍ଧୁ ଆଜି ଭଳି ଦିନରେ ସପଥ ନିଅନ୍ତୁ ଯେ ଆପଣ ସମସ୍ତଙ୍କୁ ଆପଣେଇ ନେଇ ନିଜର କରି ଜୀବନ ରଥକୁ ଆଗେଇ ନେବାରେ ସହାୟକ ହେବେ
🦋ଆଜି ହେଉଛି Chocolate Day ଆଉ ଆଜିର ଦିନରେ ରାସ୍ତା ବୁଲୁଥିଲା ଏକ ଅନାଥ ପିଲାକୁ ଚକୋଲେଟ୍ ଦେଲା ପରେ ତା ଅନ୍ତର ଭିତରୁ ବାହାରୁଥିବା ହସରେ ଖୁସି ହେବାକୁ ହିଁ ପ୍ରକୃତ CHOCOLATE DAY🍬 କୁହାଯାଏ ।

🙏🏾ଓଁ ନମଃ ଗଣନାୟକ🙏🏾 ଶୁଭ ସକାଳ. ଆଜି ବୁଧବାର ପ୍ରଭୁ ଗଣନାୟକ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ଗଣନାୟକ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାଥନା 🙏🏻ଜୟ ଜଗନ୍ନାଥ🙏🏻

Leave A Reply

Your email address will not be published.