ଆଜିର ଅନୁଚିନ୍ତା

ତାରିଖ - ୧୮:୦୧:୨୦୨୧ (ସୋମବାର )

0 260

➡️ଟଙ୍କା ଲୁଣ ପରି ହୋଇଥାଏ – ଯାହାର ଆବଶ୍ୟକତା ରହିଛି କିନ୍ତୁ ଆବଶ୍ୟକତା ଠାରୁ ଅଧିକ ହୋଇଗଲେ ଜୀବନର ସ୍ବାଦ ଖରାପ ହୋଇ ଯାଇଥାଏ ।
➡️ସକରାତ୍ମକ ଭାବନା ହିଁ ସଫଳତାର ପ୍ରଥମ ପାହାଚ ।
➡️ବହି ଅପେକ୍ଷା ଜୀବନ ଯାତ୍ରାରୁ ବହୁତ କିଛି ଶିକ୍ଷା ମିଳିଥାଏ ।
➡️ଆଜିକାର ଦୁନିଆରେ ସମ୍ପର୍କର ଅର୍ଥ କେବଳ ସ୍ବାର୍ଥ ଅଟେ ।
➡️ଏକା ରହିବାଟା ଶିଖିଯାଅ କାରଣ ଏ ଦୁନିଆରେ କେହି କାହାର ସାଥ୍ ଦିଅନ୍ତି ନାହିଁ ।
➡️ଆପଣ ସାହାର‌୍ୟ୍ୟ କରିଥିବା ଲୋକ ହିଁ ଆପଣଙ୍କୁ ସର୍ବପ୍ରଥମେ ଭୁଲି ଯାଇଥାନ୍ତି ।
➡️ଈଙ୍କଗ୍ଦଚ୍ଚ କେହି ନ ଥାଆନ୍ତି ଚ୍ଚବବକ୍ସ…..ବାସ୍ ଯେଉଁଠି ମଣିଷ ଅଧିକ ଭଲପାଇ ବସେ ସେଇଠି ଅନ୍ୟ ଜଣେ ଭଙ୍କଗ୍ଦଚ୍ଚ ହେଇଯାଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ଜୟ ଜଗନ୍ନାଥ !

Leave A Reply

Your email address will not be published.