୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି

ଖବର ଆଜିର,ତାରିଖ ୧୮-୦୧-୨୦୨୧ ସୋମବାର

0 341

୧-ଆଜିଠାରୁ ପୁଣି ଟିକାକରଣ ଆରମ୍ଭ ।
୨-ଥରେ ପ୍ରତ୍ୟାହାର ହେଲେ ୧୦୦ ବର୍ଷ ପର୍ଯ୍ୟନ୍ତ ଆସିପାରିବନି କୃଷି ଆଇନ, ବଢି ଚାଲିବ ଚାଷୀ ଆତ୍ମହତ୍ୟା: ସୁପ୍ରିମକୋର୍ଟ କମିଟି ।
୩-ଜାନୁଆରୀ ୨୦ରୁ ଆମେରିକାରେ ବାଇଡେନ୍ ରାଜ୍‌, ଦେଖିବାକୁ ମିଳିପାରେ ଭାରତୀୟ ବଂଶୋଦ୍ଭବଙ୍କ ଦବ୍‌ଦବା ।
୪-ଷ୍ଟାଟସ୍ ଅପଲୋଡ୍ କରି ୟୁଜର୍ସଙ୍କୁ ସଚେତନ କରାଇଲା WhatsApp ।
୫-୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କଲା ପ୍ରଶାସନ । ବାଧ୍ୟତାମୂଳକ ହେବ ନାହିଁ କୋଭିଡ଼ ନେଗେଟିଭ ରିପୋର୍ଟ ।
୬-ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍‌: ଚାର୍ଟର ବିମାନରେ କରୋନା ସଂକ୍ରମିତ; ସଙ୍ଗରୋଧରେ ରହିଲେ ୪୭ ଖେଳାଳି ।
୭-ଝିଅକୁ ମାରିବାକୁ ଡ୍ରାଇଭରକୁ ସୁପାରୀ ଦେଇଥିଲା ମାଆ । ମୁଣ୍ଡକୁ ଛେଚି ମାରିବା ପରେ ପାଣିରେ ପିଙ୍ଗି ଦେଇଥିଲେ ହତ୍ୟାକାରୀ । ବାଲେଶ୍ୱରରୁ ଆସିଲା ଲୋମଟାଙ୍କୁରା କାହାଣୀ ।
୮-ଅପରାଜିତା ଆରମ୍ଭ କଲେ ‘ସମର୍ଥ’ ଟ୍ରଷ୍ଟ । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢା ସହ ବିଭିନ୍ନ କ୍ଷେତ୍ରରେ କରାଯିବ ସାହାଯ୍ୟ ।
୯-ଇତିହାସରେ ପ୍ରଥମ ଥର: ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ  ୮ ଟ୍ରେନ୍‌କୁ ଗ୍ରୀନ୍ ସିଗନାଲ ।
୧୦-ମେ ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ବିକ୍ଷୋଭ କରିପାରିବେ ଚାଷୀ: ରାକେଶ ଟିକାୟତ ।
୧୧-ଜାମ୍ମୁ-କାଶ୍ମୀରରେ ୪ଏ ସେବା ପୁଣିଥରେ ଚାଲୁକରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କଲେ ଫାରୁକ୍ ଅବଦୁଲ୍ଲା ।
୧୨-କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରା : ଆଜି ନିଷ୍ପତ୍ତି ଜଣାଇବେ ସୁପ୍ରିମକୋର୍ଟ ।
୧୩-ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ।
୧୪-ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ ଶିବସେନା, ଘୋଷଣା କଲେ ସଞ୍ଜୟ ରାଉତ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.