ଅବକାରୀ ଫ୍ଲାଇଙ୍ଗ ସ୍ୱାର୍ଡ଼ କାରସହ ଗଞ୍ଜେଇ ଧରିଲା

0 264

କଟକ,୧୮/୧(ଏସଏସନିୟୁଜ) କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରୁ ସୋମବାର ସକାଳେ ଅବକାରୀ ଫ୍ଲାୟିଙ୍ଗ ସ୍କ୍ୱାଡ଼ ଏକ କାର ଭିତରୁ ୨୨ କିଲୋଗ୍ରାମ ଗଞ୍ଜେଇ ଜଵତ କରିବା ସହ ତିନିଜଣଙ୍କୁ ଗିରଫ କରିଛି । ଅଲ୍ଟୋ କାର ନମ୍ବର OD08 -ଏନ- 1615ରେ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳର ଉଦୟ କୁମାର ସାହୁ , ଧୀରଜ ଗଡ଼ତୀୟା ଏବଂ ବାଳଗୋପାଳ ଥାନପତି ଆସୁଥିବାବେଳେ ଧରାପଡିଥିଲା । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଦଶ ହଜାର ଟଙ୍କା ର ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.