ଆଜିର ଅନୁଚିନ୍ତା

ତାରିଖ - ୨୮:୧୨:୨୦୨୧(ମଙ୍ଗଳବାର)

0 498

🦋ଯେଉଁଠାରେ ଦୃଢତା ନାହିଁ ସେଠାରେ ସ୍ଥିରତା ନାହିଁ ଏବଂ ଯେଉଁଠାରେ ସ୍ଥିରତା ନାହିଁ , ସେଠାରେ ମନୁଷ୍ୟ ଦୃଢତାର ସହ କାମ କରିପାରିନଥାଏ I
🦋ପ୍ରଥମେ ଆଚରଣ,ତାପରେ ପ୍ରବଚନ।ଆଚରଣ ନାହିଁ ତ ପ୍ରବଚନ ନଦେବା ଭଲ ।
🦋ସମସ୍ୟା ଯେତେ ବି ବଡ଼ ହେଇଥାଉ ନା କାହିଁକି , ସର୍ବଦା ନିଜ ମନକୁ ସ୍ଥିର ରଖନ୍ତୁ ଏବଂ ନିଜର କର୍ତ୍ତବ୍ୟ ସର୍ବଦା ପାଳନ କରନ୍ତୁ ଦେଖିବେ ସମସ୍ୟା ଆପେ ଆପେ ଦୁରେଇଯିବ ।
🦋ଆତ୍ମଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର, କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ ଯଦି ମଣିଷ ପାଖରେ ଶାନ୍ତି ନାହିଁ ।ଶୁଭ ସକାଳ.ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ,ଜୟ ଜଗନ୍ନାଥ।
ଓଁରଘୁନାଥାୟ ନମଃ.ଶୁଭ ସକାଳ, ଆଜି ମଙ୍ଗଳବାର ପ୍ରଭୁ ରଘୁନାଥ ଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ରଘୁନାଥ ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ।

Leave A Reply

Your email address will not be published.