ଆଜିର ରାଶିଫଳ

0 466

ସୋମବାର୨୦୨୨ ମସିହା ମେମାସ ୨ ତାରିଖ,
ବୈଶାଖ ମାସ- ଶୁକ୍ଳପକ୍ଷ,ତିଥି- ଦ୍ୱିତିଆ , ସୁର୍ୟୋଦୟ -ପ୍ରାତଃ ଘ୫/୨୦/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୦୨,
ମିଥୁନ ରାଶିର ଘାତବାର,ବିଛା ରାଶି ର ଘାତଚନ୍ଦ୍ର,ଦ୍ୱିତିଆ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଭକ୍ଷଣ ନିଷେଧ,ଅମୃତ ବେଳା-ଦିବା ଘ୬/୫୬ ମଧ୍ୟେ ଘ୧୦/୮ ଗତେ ଘ୧୨/୩୨ ମଧ୍ୟେ ରାତ୍ରୀ ଘ୬/୫୪ ଗତେ ଘ୯/୧୮ ମଧ୍ୟେ ଘ୧୨/୪୨ ଗତେ ଘ୨/୪୫ ମଧ୍ୟେ,ମାହେନ୍ଦ୍ର ବେଳା- ଦିବା ଘ୨/୫୬ ଗତେ ଘ୪/୩୨ ମଧ୍ୟେ।
🐏ମେଷ👉 ପୂଜାପାଠରେ ସମୟ ବିତିବ। ଆପଣ ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ବଡ଼ ମାନଙ୍କର ସାହାଯ୍ୟ ପାଇବେ।
🐮ବୃଷ👉 ଶାରୀରିକ ଦୃଷ୍ଟିରୁ ଆପଣ ହୃଷ୍ଟପୁଷ୍ଟ ଅନୁଭବ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ବନ୍ଧୁ ଓ ପରିଜନଙ୍କ ସହିତ ସମ୍ବନ୍ଧରେ ଉନ୍ନତି ହେବ।
👩‍❤️‍👨ମିଥୁନ👉ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଠାରୁ ଭଲ ଖବର ଶୁଣିବେ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
🦀କର୍କଟ👉 ଆପଣ ଭଲ କାମରେ ସହଯୋଗ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
🦁ସିଂହ👉ଜମିରେ ନିବେଶ ପାଇଁ ଚିନ୍ତା କରିବେ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।
🙎‍♀️କନ୍ୟା👉ପିତା ଆପଣଙ୍କୁ ନେଇ ଗର୍ବ କରିବେ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଘରକୁ ବନ୍ଧୁ ଆସିପାରନ୍ତି।
⚖️ତୁଳା👉 ଘରେ ଧାର୍ମିକ ଆୟୋଜନ ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କେହି ନିଜର ପିଲା ପାଇଁ ଆପଣଙ୍କ ପାଖରୁ ପରାମର୍ଶ ନେବେ।
🦂ବିଛା👉 ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଆର୍କିଟେକ୍ଟଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।
🏹ଧନୁ👉 ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବା ଦରକାର। ଟିକେ ଚିଡ଼ିଚିଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ମିଳିବ।
🐊ମକର👉ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ସନ୍ତାନଙ୍କ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି।
🏺କୁମ୍ଭ👉ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହିପାରନ୍ତି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
🐟ମୀନ👉ଆପଣ ନିଜ କାମରେ ସର୍ତକତା ଅବଲମ୍ବନ କରନ୍ତୁ। କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ ବିତିବ।
ଯେ ତୁମକୁ ଯେତେ ପର ବୋଲି ମନେ କରନ୍ତୁ ପଛକେ, ତୁମେ କାହାକୁ ପର ବୋଲି ମନେ କର ନାହିଁ । ମନେମନେ ଜାଣିରଖ, ପ୍ରତ୍ୟେକ ଜୀବ ଭଗବାନଙ୍କର ସନ୍ତାନ । ସୁତରାଂ ପାପୀ, ପୁଣ୍ୟବାନ୍, ଧନୀ, ଦରିଦ୍ର ସମସ୍ତେ ତୁମର ଆପଣାର । ତେଣୁ ‘ସମସ୍ତଙ୍କର ମଙ୍ଗଳ’ ହେଉ, ଏହା ଭିନ୍ନ କାହାର ଅନିଷ୍ଟ ଚିନ୍ତା କର ନାହିଁ !!ଶୁଭ ସକାଳ!!🙏🏻ଜୟଜଗନ୍ନାଥ ,ଜୟ ସୋମନାଥ🙏🏻

Leave A Reply

Your email address will not be published.