ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଆନନ୍ଦପୁର,୨୪।୧୨(ଏସଏସ ନିଉଜ) ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍‌।ଯାହାଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏନ୍‌ଏଚ୍‌ ୨୦ ଘସିପୁରା ଥାନା ବେଲବାହାଳି ନିକଟରେ ଦୁର୍ଘଟଣା ଘଟିଛି।
ଦୁର୍ଘଟଣାପରେ ଟ୍ରକ୍‌ରେ ଚାପିହୋଇ ରହିଗଲେ ଡ୍ରାଇଭର।ଦୀର୍ଘସମୟ ପରେ ଗୁରୁତର ଅବସ୍ଥାରେ ଟ୍ରକ୍‌ ଡ୍ରାଇଭର ଉଦ୍ଧାର।ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ସୂଚନା

Comments (0)
Add Comment