Browsing yearly archive

2021

ଆଜିର ରାଶିଫଳ

ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ। ବୃଷ-ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ […]

ଆଜିର ଅନୁଚିନ୍ତା

🚩ଓଁ ମା ମଙ୍ଗଳା🚩🙏.ଖୁଦୁରୁକୁଣି ଓଷା ଆରମ୍ଭ🙏. 🌻ଶ୍ରଦ୍ଧାରୁ >> ଜ୍ଞାନ ନମ୍ରତାରୁ >>ମାନ ” ଆଉ ” ନିଜ ଯୋଗ୍ୟତାରୁ >> ମିଳେ ସ୍ଥାନ,ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ । 🌻ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ । 🌻ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ […]

ଲୁଟର ଶିକାର ହେଲେ ପୂର୍ବତନ ବିଧାୟକ

ରାଇରଙ୍ଗପୁର,୨୮/୮(ଏସଏସନିୟୁଜ) ରାଇରଙ୍ଗପୁରର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଂସଦା ଲୁଟର ଶିକାର ହୋଇଛନ୍ତି । ବ୍ରାହ୍ମଣବସ୍ ଗାଁ ନିକଟରେ ତାଙ୍କୁ ମାଡ଼ ମାରି ପ୍ରାୟ ୮୦ ହଜାର ଟଙ୍କା ୩ ଜଣ ଦୁର୍ବୃତ୍ତ ଲୁଟିନେଇଥିବା ଅଭିଯୋଗ ହୋଇଛି । ପରେ ଗୁରୁତର ସୁଶୀଲଙ୍କୁ ବହଳଦା ହସ୍ପିଟାଲରେ ଭର୍ତ୍ତି କରାଯିବାସହ ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆସିଲା କେନ୍ଦ୍ରର ଗାଇଡଲାଇନ୍

ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ଆଗକୁ ଆସୁଛି ପାର୍ବଣ ଋତୁ ।ଏଥିପାଇଁ କରୋନା କଟକଣାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ପାର୍ବଣ ସମୟ ରେ ଗହଳିକୁ ଏଡ଼ାଇବା ସହ କଡ଼ାକଡ଼ି କଟକଣା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେପ୍ଟେମ୍ବର ୩୦ ତାରିଖ ଯାଏଁ କରୋନା କଟକଣାକୁ ବଢାଯାଇଛି ।ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଚିଠି ଲେଖିଛି । ଏହାସହ ପାର୍ବଣରେ ୫ ସୂତ୍ରୀ ନିୟମ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକା ଓ […]

ଦଲାଲ ସାଜିଲେ ସାମ୍ବାଦିକା

ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ସାମ୍ବାଦିକ ନାଁ ରେ କଳଙ୍କ ସାଜିଲା ଲାଇଭ କଳିଙ୍ଗ ଓ୍ବବ୍ ଚ୍ୟାନେଲ୍ । ଅନ୍ୟମାନଙ୍କ ବିରୁଦ୍ଧରେ ଜାଲ ବିଛାଉଥିବା ବେଳେ ନିଜେ ସେହି ଜାଲରେ ଫସିଲେ । ଚ୍ୟାନେଲର ମୁଖ୍ୟ ରଘୁରାଜ୍ ଓ ସାମ୍ବାଦିକା ପ୍ରିୟମ୍ବଦା ନାୟକ  ତାଙ୍କ ଟିମ୍ ଜଣେ ବ୍ୟବସାୟୀଙ୍କୁ ପ୍ରଥମେ କଲ କରିଥିଲେ । କଲ କରି ଧମକ ପରେ ଅପହରଣ  କଲେ ।ପରେ ଅକଥନୀୟ ନିର‌୍ୟାତନା ସହ ନିର୍ଦ୍ଧୁମ ପିଟି ସିଗାରେଟ ଚେଙ୍କ ଦେଇଥିଲେ । ଟଙ୍କାପାଇସାରିବାପରେ ଅପହରଣକାରୀ ବ୍ୟବସାୟୀଙ୍କୁ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ସ୍ୱାର୍ଥହୀନ ଭଲପାଇବା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ମନୋଭାବ ହିଁ ପ୍ରେମ।ଏହା ସମ୍ପୁର୍ଣ୍ଣ ବ୍ୟକ୍ତିଗତ ଉପଲବ୍ଧିର କଥା !! ➡️”ସ୍ଥିର ଚିତ୍ତ ଓ ଆନନ୍ଦର ସହ ଏକ କାମର ଶୁଭାରମ୍ଭ କରିବାକୁ ବୀଜ୍ଞ ବ୍ୟକ୍ତିମାନେ ମତ ଦେଇଛନ୍ତି !! ➡️”ମା’ଲଷ୍ମୀଙ୍କର ଠିଆହୋଇଥିବା ମୁର୍ତ୍ତୀ କିମ୍ବା ଫଟୋ ରଖନ୍ତୁ ନାହିଁ ।ମା’ଲଷ୍ମୀଙ୍କର ବସିଥିବା ମୁର୍ତ୍ତୀ କିମ୍ବା ଫଟୋ ରଖନ୍ତୁ !! ➡️”ଥରେ ମହମବତୀ ଭିତରେ ସୁତା କହିଲା, ମୁଁ ଜଳିଲେ ତୁ କାହିଁକି ତରଳି ଯାଉ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୨୮ ତାରିଖ ୨୦୨୧ ମସିହା(ଶନିବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ,ମେଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ନିମ୍ବ ତାଳ ଭକ୍ଷଣ ନିଷେଧ । ମେଷ-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷ-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ […]

୧ ରୁ ଖୋଲିବ ଶୈବପୀଠ ଗୁପ୍ତେଶ୍ୱର

ଭୁବନେଶ୍ୱର,୨୭/୮(ଏସଏସନିୟୁଜ) ଆସନ୍ତା ୧ ତାରିଖରୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି । ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି ।ଏହାସହ ମନ୍ଦିର ପରିସରରେ ଭୋଗ ଲଗାଇବା କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ସେହିଭଳି ମନ୍ଦିର ଭିତରେ ଏକାକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । କଟକଣା ଉଲ୍ଲଂଘନ କଲେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଛି।

ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର,୨୭/୮(ଏସଏସନିୟୁଜ)ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବହୁ ପ୍ରତିକ୍ଷିତ ଇ-ଯାନ ପଲିସି ଉପରେ ମୋହର ବାଜିଛି । ପ୍ରଦୂଷଣ ରୋକିବାକୁ ଇ-ଯାନ ପଲିସି ଆପଣାଇଛି ଓଡ଼ିଶା । ଇଲେକ୍ଟ୍ରି ବା ଇ-ଯାନ କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବାପାଇଁ ଆର୍ଥିକ ରିହାତି ସହ ପଞ୍ଜୀକରଣ ଦେୟ ଓ ରୋଡ ଟିକସ ଛାଡ କରିବାର ବ୍ୟବସ୍ଥା କରାଯାଇଛି । ଏହାସହ ଇ-ଯାନ ଉତ୍ପାଦନକାରୀ କମ୍ପାନିକୁ ମଧ୍ୟ ଆର୍ଥିକ ରିହାତି […]

ଦୁର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି,୨୭/୮(ଏସଏସନିୟୁଜ) ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁର୍ଦ୍ଦାନ୍ତ ନକ୍ସଲ ସୀତାରାମ ରେଡ୍ଡୀ । ଗତ ୩୦ ବର୍ଷ ଧରି ନକ୍ସଲ ସଂଗଠନରେ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ ୟ କରୁଥିବା ରେଡ୍ଡୀ ଆନ୍ଧ୍ର ଓଡିଶା ଜୋନାଲ କମିଟିର ଡିସିଏମ୍ ଭାବେ କାର‌୍ୟ୍ୟ କରୁଥିଲା। ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସମୟରେ ଗୋଟିଏ ହାତ ତାଙ୍କର କଟି ଯାଇଥିଲା। ବିଶାଖାପାଟଣମ୍ ପୁଲିସ ସୀତାରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲରୁ ମୁକୁଳିବାପରେ ପୁଣି ନକ୍ସଲ ସଂଗଠନରେ ଯୋଗ […]