୨୦ ଲକ୍ଷର ଗଞ୍ଜେଇ ଜବତ
ଭୁବନେଶ୍ୱର,୫/୭(ଏସଏସନିଉଜ)ପ୍ରାୟ ୨୦ ଲକ୍ଷର ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ ।ଆନ୍ଧ୍ର ସୀମାନ୍ତ ଜଲାପୁଟରୁ ଚାଲାଣ ବେଳେ ୨୭୯ କେଜି ଗଞ୍ଜେଇ ଜବତ ହୋଇଛି ।.ସିଲେଇପୁଟ ଛକରେ ଗାଡ଼ି ଯାଞ୍ଚ ବେଳେ ଏହାଜଣାପଡିଥିଲା ।ତେବେ କୈାଶଳକ୍ରମେ ଚାଳକ ଫେରାର ହୋଇଯାଇଥିଲା ।
Browsing monthly archive
ଭୁବନେଶ୍ୱର,୫/୭(ଏସଏସନିଉଜ)ପ୍ରାୟ ୨୦ ଲକ୍ଷର ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ ।ଆନ୍ଧ୍ର ସୀମାନ୍ତ ଜଲାପୁଟରୁ ଚାଲାଣ ବେଳେ ୨୭୯ କେଜି ଗଞ୍ଜେଇ ଜବତ ହୋଇଛି ।.ସିଲେଇପୁଟ ଛକରେ ଗାଡ଼ି ଯାଞ୍ଚ ବେଳେ ଏହାଜଣାପଡିଥିଲା ।ତେବେ କୈାଶଳକ୍ରମେ ଚାଳକ ଫେରାର ହୋଇଯାଇଥିଲା ।
ଭୁବନେଶ୍ୱର,୫/୭(ଏସଏସନିଉଜ) ମୁମ୍ବାଇରେ ଅସମ୍ଭାଳ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ହେଲା ପ୍ରଭାବିତ ।ଉଦ୍ଧାର କାର୍ୟ୍ୟରେ ୫ ଏନଡିଆରଏଫ୍ ଟିମ୍ ସାମିଲ୍ ହୋଇଥିବାର ଜଣାପଡିଛି ।
ଭୁବନେଶ୍ୱର,୫/୭(ଏସଏସନିଉଜ) ଦେଶରେ ପୁଣି ବଢିବଢି ଚାଲିଛି କରୋନାର ପ୍ରକୋପ ।ନୂଆଦିଲ୍ଲୀସ୍ଥିତ ଆଇଜିଆଇବିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ ୯ ପ୍ରକାରର ନୂଆ ଭାରିଆଣ୍ଟ ଚିହ୍ନଟ ହେଲାଣି ।ଏହି ଭାରିଆଣ୍ଟ ଡେଲଟା ପରି ମଣିଷ ଶରୀରର ଇମ୍ୟୁନିଟିକୁ କମ କରିଥାଏ। ବିଏ.୨.୭୫ ଭାରିଆଣ୍ଟ କିଛି ଦିନ ପୂର୍ବରୁ ବାହାରିଥିବା ବେଳେ ବର୍ତ୍ତମାନ ବାହାରିଥିବା ନୂଆ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ ଇମ୍ୟୁନିଟିକୁ କମ କରି ଦେଉଛି ।ଗତକାଲି ଗୋଟିଏ ଦିନରେ ୧୬,୧୩୫ ଟି ନୂଆ କରୋନା […]
ଭୁବନେଶ୍ୱର,୫/୭(ଏସଏସନିଉଜ) ବର୍ଷାରେ ଜଳାର୍ଣ୍ଣବ ହୋଇଛି ଲିଙ୍ଗରାଜ ମନ୍ଦିର ।ବର୍ଷାପାଣିରେ ବୁଡ଼ିଲା ମନ୍ଦିରର ବାଇଶି ପାହାଚ ।ମନ୍ଦିରର ବାଇଶି ପାହାଚରୁ ସିଂହଦ୍ୱାର ପର୍ୟ୍ୟନ୍ତ ପାଣି ଜମି ରହିଥିବାରୁ ସେବାୟତ ଏବଂ ଶ୍ରଦ୍ଧାଳୁ ଅସୁବିଧାର ହେଲେ ସମ୍ମୁଖୀନ ହେବାକୁ ପଡିଛି ।ମନ୍ଦିର ଭିତରେ ପାଣି ପଶି ଥିବାରୁ ସେବାୟତମାନେ ମନ୍ଦିର ପାହାଚରେ ବସି ପୂଜା କାର୍ୟ୍ୟ କରୁଛନ୍ତି ।ବର୍ଷା ପାଣିରେ ମନ୍ଦିରର କାନ୍ଥ ଓଦା ହୋଇ ଯାଉଥିବାରୁ ବିଦ୍ୟୁତ ପ୍ରବାହିତ ହୋଇ କରେଣ୍ଟ ମାରୁଥିବା ଭଳି ପରିସ୍ଥିତି ଉପୁଜିଛି।
ଭୁବନେଶ୍ୱର ,୫/୭(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ,୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟାୟରେ ୨୯.୩୬ କୋଟି ଟଙ୍କା […]
ଜୁଲାଇ ମାସ ୦୫ ତାରିଖ ୨୦୨୨ ମସିହା(ମଙ୍ଗଳବାର)ଆଷାଢ଼-ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୭/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୨୮ ,ବୃଷ ରାଶି ର ଘାତଚନ୍ଦ୍ର ,ମକର ରାଶିର ଘାତବାର ,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନିମ୍ବ ରାତ୍ରି ଘ୦୭/୩୭ ପର୍ଯ୍ୟନ୍ତ ତଦନ୍ତେ ତାଳ ଭକ୍ଷଣ ନିଷେଧ । ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। […]
ଭୁବନେଶ୍ୱର,୪/୭(ଏସ ଏସ ନିଉଜ) ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ନାଇଟକୋଚ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଡ୍ରାଇଭର ଓ ହେଲପରଙ୍କ ସମେତ ୪ଜଣ ଗୁରୁତର ହୋଇଥିବା ଜଣାପଡିଛି ।ଖବର ପାଇ ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିବା ଆରମ୍ଭ କରିଛି ।ଅନ୍ୟପଟେ ଗୁରୁତରଙ୍କୁ ଉଦ୍ଧାର କରି ପୋଲିସ ହସପିଟାଲରେ ଭର୍ତି କରିଛି ।ଆଜି ଭୋର ସମୟରେ ଲଲିତା ନାମକ ଏକ ବସ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ବରମୁଣ୍ଡା ତପୋବନ ସ୍କୁଲ […]
୨୦୨୨ ମସିହା ଜୁଲାଇ ମାସ ୦୪ ତାରିଖ,ସୋମବାର,ଆଷାଢ଼ ମାସ -ଶୁକ୍ଳପକ୍ଷ,ତିଥି-ପଞ୍ଚମୀ ସଂ ଘ୬/୩୬ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ ପ୍ରାତଃ ଘ୦୫/୧୫/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୫,ମିଥୁନ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲସନ୍ଧ୍ୟା ଘ୬/୩୬ ଗତେ ତାଳ ଭକ୍ଷଣ ନିଷେଧ। 🐏ମେଷ👉 ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ। […]
ପୁରୀ,୩/୭(ଏସ ଏସ ନିଉଜ) ମହାପ୍ରସାଦ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଆଡ଼ପ ଅବଢ଼ା ପାଇଲେ ଭକ୍ତ ।ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।ଦୁଇ ବର୍ଷ ଧରି ଭକ୍ତ ଆଡପ ଦର୍ଶନରୁ ବଂଚିତ ହୋଇଥିବାରୁ ଆଜି ପ୍ରବଳ ହେଲା ଗହଳି ।ଭକ୍ତମାନେ ମହାପ୍ରଭୁଙ୍କ ଆଡପ ଅଭଡା ପାଇ ବେସ୍ ଆନନ୍ଦିତ ହୋଇ ଉଠିଛନ୍ତି ।କାହିଁକି ନା କରୋନା ପାଇଁ ଦୀର୍ଘ ଦୁଇବର୍ଷ ପରେ ଆଜି ଆଡପ […]
ଖୋର୍ଦ୍ଧା,୩/୭(ଏସ ଏସ ନିଉଜ)ଯାତ୍ରୀବାହୀ ବସ୍ ଓଲଟି ୨୦ରୁ ଊର୍ଦ୍ଧ ଆହତ ହୋଇଛନ୍ତି ।ବାଘମାରୀ ରାସ୍ତାର ସିମୋର ନିକଟରେ ରାସ୍ତା କଡ଼କୁ ଓଲଟିପଡିଛି ବସ୍ ।ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।