ହକି ବିଶ୍ବକପ ପାଇଁ ଲାଗିଲା କଟକଣା
କଟକ,୨୦/୧୨(ଏସଏସ ନିଉଜ)କଟକରେ ଜାନୁଆରୀ ୧୧ରେ ପୁରୁଷହକି ବିଶ୍ବକପର ଉଦଘାଟନ ଉତ୍ସବ। ଉଦଘାଟନୀ ଉତ୍ସବ ଲାଗି ଗମନାଗମନକୁ ସୁରକ୍ଷିତ ଓ ସ୍ବଚ୍ଛ ରଖିବା ନିମନ୍ତେ କଟକରେ ଭାରିଯାନରେ ଲଘୁଖଣିଜ ପଦାର୍ଥ ପରିବହନ ଉପରେ କଟକଣା ଜାରି କରିଛି ପ୍ରଶାସନ । ଜାନୁଆରୀ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି କଟକଣାକୁ ଲାଗୁ କରାଯାଇଥିବାର ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।ଏହିଡିନରେ ଟ୍ରକ , ଟିପ୍ପର , ଟ୍ରାକ୍ଟରରେ ବାଲି , ଚିପ୍ସ ଆଦିର ପରିବହନ ହେବନି।ଏହି କଟକଣା […]