Browsing yearly archive

2022

ଆଜିର ରାଶିଫଳ

ଅପ୍ରେଲ ମାସ ୦୨ ତାରିଖ ୨୦୨୨ ମସିହା(ଶନିବାର) ଚୈତ୍ର-ଶୁକ୍ଳପକ୍ଷ,ତିଥି- ପ୍ରତିପଦ ,ମେଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ଦ୍ଵିତୀୟାର ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ,ବୋଇତୀକଖାରୁ ଭକ୍ଷଣ ନିଷେଧ। ମେଷ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷ👉ଅସ୍ବାଭାବିକ ଚିନ୍ତାଧାରାର […]

ମୋବସ-ବୁଲେଟ ମୁହାଁମୁହିଁ ଧକାରେ ଚାଲିଗଲା ଜଣଙ୍କ ଜୀବନ

ବାରଙ୍ଗ,୧/୪(ଏସ ଏସ ନିଉଜ)କଟକ ସୁବାଷ ବୋଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି।ଅନ୍ୟଜଣେ ଗୁରୁତର ଅଛନ୍ତି।ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ସୁବାଷ ବୋଷ ସେତୁ ଉପରେ କଟକରୁ ଭୁବନେଶ୍ୱର ଆଭିମୁଖେ ଆସୁଥିବା ଏକ ମୋ ବସ ସହିତ ବିପରୀତ ଦିଗରୁ ଆସୁଥିବା ଏକ ବୁଲେଟ ସହ ମୁହାମୁହିଁ ଧକ୍କା ହୋଇଥିଲା।ଧକ୍କା ହେବା ଫଳରେ ବୁଲେଟରେ ବସିଥିବା ଦୁଇଜଣଙ୍କ ମଧ୍ୟରୁ ଗାଡ଼ି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ […]

ଆଜିର ରାଶିଫଳ

ଶୁକ୍ରବାର୨୦୨୨ ମସିହା ଏପ୍ରିଲ ମାସ ୧ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ,ବିଛା, ଧନୁ ଓ ମୀନ ରାଶିର ଘାତ ବାର,ଧନୁ ରାଶିର ଘାତ ଚନ୍ଦ୍ର,ଅମାବାସ୍ୟା ର ଏକଦିଷ୍ଟ ଓ ପ୍ରତିପଦାର ପାର୍ବଣ ଶ୍ରାଦ୍ଧ,ସ୍ତ୍ରୀ ତୈଳ ବର୍ଜନ ,ମାଛ ଓ ମାଂସ ,ପାଣିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା […]

ହାତୀ ପାଇଲେ ଭ୍ୟାକସିନ

ବାରଙ୍ଗ,୩୧୰୩(ଏସଏସନିଉଜ)ପ୍ରତି ବର୍ଷ ଭଳି ଏଥର ମଧ୍ୟ ନନ୍ଦନକାନନରେ ଥିବା ହାତୀମାନଙ୍କୁ ଆନ୍ଥ୍ରାକ୍ସ ଭ୍ୟାକସିନ ଦିଆଯାଇଛି ।ଗୁରୁବାରଦିନ ନନ୍ଦନକାନନରେ ଥିବା ଛୋଟହାତୀ ମାମା ସହ ବଡହାତୀ ବାସନ୍ତିପ୍ରେମା,ହୀରାକୁ ଏହି ଭ୍ୟାକସିନ ଦିଆଯାଇଛୁ ।ଆନ୍ଥ୍ରାକ୍ସ ଏକ ଭୟାନକ ସଂକ୍ରମଣ ଜୀବାଣୁ ।ଏହି ରୋଗରେ ଆକ୍ରାନ୍ତ ହେଲେ ବଂଚିବା କଷ୍ଟସାଧ୍ୟ ହୋଇଥାଏ ।ତେଣୁ ହାତୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆନ୍ଥ୍ରାକ୍ସ ସଂକ୍ରମଣରୁ ସେମାନଙ୍କୁ ରକ୍ଷା କରିବାପାଇଁ ପ୍ରତିସେଧକ ମୁଳକ ଭାବେ ଏହି ଭ୍ୟାକସିନ ନନ୍ଦନକାନନ ପଶୁଚିକିସ୍‌କମାନେ ପ୍ରଦାନ କରିଥିବାର ଜଣାପଡିଛି ।

ଏପ୍ରିଲ ପହିଲାରୁ ସାଢେ ୭ରେ ଖୋଲିବ ନନ୍ଦନକାନନ

ବାରଙ୍ଗ ୩୧/୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ଖୋଲିବା ସମୟସୀମାରେ ପରିବର୍ତନ ହେବାକୁ ଯାଉଛି ।ଏପ୍ରିଲ ପହିଲାରୁ ଏହି ନୁଆ ସମୟ ସୀମାରେ ଉଭୟପାର୍କ ଖୋଲିବ ।ଏବେ ୮ଟା ପରିବର୍ତେ ସକାଳ ସାଢେ୭ରେ ଉଭୟପାର୍କ ଖୋଲିବ । ଖରାଦିନ ପାଇଁ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ତାରିଖ ପର‌୍ୟ୍ୟନ୍ତ ସକାଳ ସାଢେ୭ରୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲାଯାଇ ସନ୍ଧ୍ୟା ସାଢେ୫ ରେ ବନ୍ଦ କରାଯିବ ।ଏହି ସମୟଭିତରେ ପର‌୍ୟ୍ୟଟକମାନେ କୋଭିଡ ନୀୟାମା ନୁସାରେ ଉଭୟପାର୍କ ବୁଲିପାରିବେ ବୋଲି ଉପ-ନିର୍ଦ୍ଦେଶକ ସଞିତକୁମାର […]

ନିଶା ପାଇଁ ସାଙ୍ଗକୁ ମାରିବାକୁ ପଛାଇଲାନାହିଁ ଅଟୋଡ୍ରାଇଭର

ବାରଙ୍ଗ ୩୧/୩(ଏସଏସନିଉଜ)ନିଶା ପାଇଁ ଭୁଲିଗଲେ ହିତାହିତ ଜ୍ଞାନ ।ଜୀବନରେ ମାରିଦେବାକୁ ମଧ୍ୟ ପଛାଇଲେ ନାହିଁ ।ନିଶା ସେବନ ସମୟରେ ନିଜର ଭାଗ କମିଯିବାରୁ ରାଗିଯାଇ ଅଟୋ ଡ୍ରାଇଭର ନିଜ ଅଟୋରୁ ପେଟ୍ରୋଲ କାଢି ଦୁଇସାଙ୍ଗ ଉପରକୁ ପକାଇ ନିଆଁ ଲଗାଇଦେଇଥିଲେ ।ସୈାଭଗ୍ୟବଶତ ସ୍ଥାନୀୟ ଯୁବକମାନେ ପହଁଚି ଗୁରୁତର ଆହତ ସାଙ୍ଗଦୁଇଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରିଥିଲେ ।ଏହିଭଳି ଘଟଣା ଗୁରୁବାର ସନ୍ଧ୍ୟାରେ ବାରଙ୍ଗଥାନା ଅଧିନସ୍ଥ ବାଙ୍ଗଳୀ ସାହି କ୍ଲବ୍ ଘର ନିକଟରେ ଘଟିଛି । ବାରଙ୍ଗଥାନା ଅର୍ନ୍ତଗତ […]

ଓସିପିଏଲ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲା ୧୦କୋଟି

ଭୁବନେଶ୍ୱର,୩୧/୩(ଏସଏସନିଉଜ)ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି। ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ଶ୍ରୀ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପତ୍ରଙ୍କୁ […]

ବଢିଲା ବସ ଭଡା

ଭୁବନେଶ୍ୱର,୩୧/୩(ଏସଏସନିଉଜ)ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ରାଜ୍ୟରେ ବସ ଭଡା ମଧ୍ୟ ବୃଦ୍ଧିପାଇଛି ।ତେବେ ସାଧାରଣ ଭଡା କିମି ପିଛା ୮୭ରୁ ୯୦ ପଇସା,ଏକ୍ସପ୍ରେସ ଭଡା କିମି ପିଛା ୯୧ ରୁ ୯୪ ପଇସା,ଡିଲକ୍ସ ଭଡା ୧ ଟଙ୍କା ୨୫ ପଇସାରୁ ୧ଟଙ୍କା ୩୧ ପଇସା,ଏସି ଡିଲକ୍ସ ଭଡା ୧ଟଙ୍କା ୫୩ରୁ ୧ଟଙ୍କା ୫୯ ପଇସା,ସୁପର ପ୍ରିମିୟମ ଭଡା ୨ଟଙ୍କା ୩୮ ରୁ ୨ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଥିବାନେଇ ଘରୋଇ ବସ ମାଲିକ ସଂଘ ସାଧାରଣ […]

ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର,୩୧/୩(ଏସ ଏସ ନିଉଜ)ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।ରାଜ୍ୟରେ ସକାଳୁଆ ସ୍କୁଲ୍ ସମୟରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରିଛନ୍ତି।ଏହି ନିଷ୍ପତ୍ତି ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ସକାଳ ୬ଟା ୩୦ରୁ ୧୦ଟା ୩୦ ,ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ସକାଳ ୭ଟାରୁ ୧୧ଟା ୩୦ ପର‌୍ୟ୍ୟନ୍ତ ଚାଲିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଗଣଶିକ୍ଷା […]

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୩୧/୩(ଏସଏସନିଉଜ) ରାଜ୍ୟ ସରକାର ଆଜି ଓଏଏସ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବାବେଳେ ଅବିନାଶ ରାଉତଙ୍କୁ ଏସସିସି ରେଜିଷ୍ଟ୍ରାର(ଆଡମିନିଷ୍ଟ୍ରେସନ) ଦିଲ୍ଲୀପ କୁମାର ମହାରଣାପ୍ରଶାସନ ବିଭାଗ ଓଏସଡି ,କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି ଡିଆରଡିଏ ,ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡିଏର ପିଏ ,ଫାଲଗୁନୀ ମାଝୀଙ୍କୁ ଗଜପତିର ଆଇଟିଡିଏ ପିଏ ଭାବେ ଦାୟିତ୍ୱ ଦିଆଯାଇଛି ।