Browsing monthly archive

January 2023

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭହେଲା ହକିବିଶ୍ବକପ୍

କଟକ,୧୧ା୧(ଏସଏସନିଉଜ) କଟକର ଐତିହାସିକ ବାରବାଟୀଷ୍ଟାଡିୟମରେ ରଙ୍ଗାରଙ୍ଗକାର୍ଯ୍ୟକ୍ରମରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ସନ୍ଧ୍ୟାରେଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଏଥିନିମନ୍ତେପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାର ସବୁପ୍ରକାରର ସମର୍ଥନ ଯୋଗାଇଥିବାରୁ ଏହି ଅବସରରେ ଉଦ୍‌ବୋଧନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲୋଉଦଘାଟନୀ ସମାରୋହରେ କେନ୍ଦ୍ରକ୍ରୀଡାମନ୍ତ୍ରୀ ଅନୁରାଗଠାକୁର, . ଏଫ୍‌ଆଇଏଚ୍ ସଭାପତି ତଥା ବିକ୍ରମ, ହକି ଇଣ୍ଡିଆ ସଭାପତି […]

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀମାସ ୧୨ତାରିଖ (ଗୁରୁବାର)ମାଘମାସ -କୃଷ୍ଣପକ୍ଷ ,ତିଥି- ପଞ୍ଚମୀ ଦିବା ଘ୪/୫୨ ପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୩୧,ସୂର୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୨୧/୨୬,ତୁଳା ଓ କୁମ୍ଭ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଶ୍ରାଦ୍ଧ,ବେଲ ଦିବା ଘ୪/୫୨ ଗତେ ନିମ୍ବ ଭକ୍ଷଣ ନିଷେଧ। 🐏ମେଷ-ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇ ପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ […]

ଦୁଲୁକିବ ବାରବାଟୀ

କଟକ,୧୧।୧(ଏସଏସ ନିଉଜ) ଆଜି ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ହେବ।ଉଦଘାଟନ ପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ୍।ଏହି ଉଦଘାଟନ ଉତ୍ସବରେ ଜଲୱା ଦେଖାଇବେ ବଲିଉଡ୍ ଷ୍ଟାର୍ ରଣବୀର, ଦିଶା ଓ ପ୍ରୀତମ।ଉଦଘାଟନୀ ଉତ୍ସବ ପାଇଁ ଦିନ ୧ଟାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଜଣଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଗୁରୁତର

ମାଲକାନଗିରି,୧୦ା୧(ଏସଏସନିଉଜ) ଜଣେ ଯବାନଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଏମ୍‌ଭି-୭୯ BSF କ୍ୟାମ୍ପରେ ବନ୍ଧୁକରୁ ଗୁଳିଫୁଟି ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ସୁସ୍ଥ ଥିବାରସୂଚନା ମିଳିଛି । ବନ୍ଧୁକରୁ ଗୁଳି କେମିତି ଫୁଟିଲା BSF ତଦନ୍ତ ଆରମ୍ଭ କରିଛିା

ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ

ଭୁବନେଶ୍ୱର, ୧୦ା୧(ଏସଏସନିଉଜ) ଗାଡ଼ିରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ । ଯେଉଁସବୁ ଯାନବାହନର ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪, ୫ କିମ୍ବା ୬ ଥିବ ଏବଂ ସେହି ସବୁ ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନଥିବ, ସେହି ଗାଡ଼ିମାଲିକଙ୍କଠାରୁ ଆସନ୍ତା ୧୫ତାରିଖରୁ ଫାଇନ୍ ଆଦାୟ କରାଯିବ । ଏସବୁ ଗାଡ଼ିଗୁଡ଼ିକ ପାଇଁ ୫ରୁ ୧୦ ହଜାର ପର‌୍ୟ୍ୟନ୍ତ ଚାଲାଣ କଟାଯିବ ବୋଲି ଏସଟିଏ ପକ୍ଷରୁ ପ୍ରେସ୍ […]

ଆଜିର ରାଶିଫଳ

୨୦୨୩ମସିହା ଜାନୁୟାରୀମାସ ୧୧ତାରିଖ (ବୁଧବାର)ମାଘମାସ-କୃଷ୍ଣପକ୍ଷ ,ତିଥି-ଚତୁର୍ଥୀ ଦିବା ଘ୨/୪୫ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃଘ୦୬/୨୭/୧୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୦/୪୨ ,କର୍କଟରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ ,ମୂଳା ଦିବା ଘ୨/୪୫ ଗତେ ବେଲ ଭକ୍ଷଣ ନିଷେଧ । ମେଷ-ପରିବହନକ୍ଷେତ୍ରରେ ସମସ୍ୟାଗୁଡ଼ିକର ଅନ୍ତହେବ।ଖାଲିସମୟରେ ଆନନ୍ଦ ନେଇପାରିବେ।ଏହା ବ୍ୟତୀତ ବିଦେଶଯାଇ ଶିକ୍ଷା ଅର୍ଜନ କରିବାପାଇଁ ଚାହୁଁ ଥିବା ଛାତ୍ରଛାତ୍ରୀମାନଙ୍କପାଇଁ ସୁଯୋଗ ରହିବ। ବୃଷ-ଆପଣ ନିଜର ଖାଲିସମୟ ଆଜି ଆପଣ ନିଜର ବନ୍ଧୁମାନଙ୍କସହିତ ଅତିବାହିତକରିବେ ଏହା ବ୍ୟତୀତ […]

କୁମାରଖୁଂଟକୁ ଆସିଲା ହାତୀ

ବାରଙ୍ଗ,୧୦ା୧(ଡିଏନଏ)ଗତକିଛିଦିନହେବ ପୁରୀର ବିଭିର୍ଣ ଅଂଚଳରେ ଆତଙ୍କ ଖେଳାଇଥିବାହାତୀକୁ ଶେଷରେ ବନବିଭାଗ ଟ୍ରାଙ୍କୁଲାଇଜ କରି ମଙ୍ଗଳବାରଦିନ ଚନ୍ଦକାକୁ ଆଣିଛି ।ଚନ୍ଦଜା-ଡମପଡା ଅଭୟାରଣ୍ୟର ଜଙ୍ଗଲମଝିରେ ଥିବା କୁମାରଖୁଂଟିର ହାତୀରେସ୍‌କ୍ୟୁ ସେଂଟରରେ ହାତୀକୁ ରଖାଯିବ । ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରି ବନବିଭାଗ କର୍ମଚାରୀମାନେ ଏକ ଟ୍ରକ ଯୋଗେ ଚନ୍ଦକା ଅଭିମୁଖି ଆଣିଥିଲେ । ପୁରୀ ସଦର ବ୍ଲକରେ ସୋମବାର ଦିନ ଏକ ଦନ୍ତାହାତୀ ପଶି ଆତଙ୍କ ଖେଳାଇଥିଲା ।ସନ୍ଧ୍ୟାସୁଦ୍ଧା ଏହିହାତୀ ଭାର୍ଗବୀନଦୀ ଡେଇଁ ପୁରୀ-ଭୁବନେଶ୍ବର […]

ରାତିପାହିଲେ ବିଶ୍ୱକପ୍ ଉଦଘାଟନୀ

ଭୁବନେଶ୍ୱର,୧୦।୧(ଏସଏସ ନିଉଜ)ରାତିପାହିଲେ ବିଶ୍ୱକପ୍ ଉଦଘାଟନୀ ହେବ।ଦୁଲୁକିବ ବାରବାଟୀ ଷ୍ଟାଡିୟମ। ଜଲୱା ଦେଖାଇବେ ବଲିଉଡ ଷ୍ଟାର ରଣବୀର ସିଂ ଓ ଦିଶା ପଟାନୀ।ଏଥିପାଇଁ କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ।ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ।-ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି। ହକିବିଶ୍ୱକପ ପାଇଁ ରାଉର କେଲା ଓ ଭୁବନେଶ୍ୱର ରେ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା ହୋଇଛି […]

ପୁରୀରେ ହାତୀ!

ପୁରୀ,୧୦।୧(ଏସଏସ ନିଉଜ)ହାତୀକୁ ଟ୍ରାଙ୍କୁଲାଇଜ ହେବ !ଜନବସତି ମୁହାଁ ହୋଇଛନ୍ତି ଜଙ୍ଗଲୀ ହାତୀ ।ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ଯାହାଫଳରେ ହାତୀକୁ ଟ୍ରାଙ୍କୁଲାଇଜ କରି କାବୁ କରିବାକୁ ନିଷ୍ପତ୍ତି ହୋଇଛି। ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ନେଇ ପୁରୀ ବନଖଣ୍ଡ ରେଞ୍ଜ ଅଫିସରଙ୍କ ସୂଚନା ମିଳିଛି। ହାତୀ ଏବେ ବାଲିଆଗୁଳି ଅଭୟାରଣ୍ୟରେ ଥିବାର ଜଣାପଡିଛି।

ଆଜିର ରାଶିଫଳ

ସଙ୍କଟଚତୁର୍ଥୀ ବ୍ରତ,୨୦୨୩ ମସିହା ଜାନୁୟାରୀ ମାସ ୧୦ ତାରିଖ (ମଙ୍ଗଳବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି-ତୃତୀୟା ଦିବା ଘ୧୨/୧୯ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୦୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୦/୫ ,ମକର ରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଚତୁର୍ଥୀର ପ୍ରାବଣଶ୍ରାଦ୍ଧ ,ପୋଟଳ ଦିବା ଘ୧୨/୧୯ ଗତେ ମୂଳା ଭକ୍ଷଣ ନିଷେଧ । ମେଷ-ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତକାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ […]