Browsing monthly archive

August 2023

ନନ୍ଦନବିହାରରେ ଅଘଟଣ

ଚନ୍ଦ୍ରଶେଖରପୁର, ୧୦ା୮(ଏସଏସନିଉଜ) ଆଜି ସକାଳ ସମୟରେ ନନ୍ଦନବିହାରର ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାର ୩ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି ।ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।ଏଥିରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି ।ଖବରପାଇ ଚନ୍ଦ୍ରଶେଖରପୁରର ୩ଟି ଦମକଳ ଗାଡ଼ି ପହଁଚି ନିଆଁକୁ ଆୟତ କରିବାସହ ୩ଜଣଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ରେସ୍କ୍ୟୁ କରିଥିଲୋଏଥିରେ ଦୁଇ ଅଗ୍ନିଶମ ବାହିନୀର କର୍ମଚାରୀ ଆହତ ହୋଇଥିବାର ଜଣାପଡିଛି ।  

ବିକ୍ଷୋଭ କଲେ ଦାବୀପତ୍ର ଦେଲେ ଆଦିବାସୀ ଅଧିକାରମଞ୍ଚ

ମେଣ୍ଢାଶାଳ,୯ା୮(ଏସଏସନିଉଜ) ବୁଧବାରଦିନ ବିଶ୍ୱ ଆଦିବାସୀ ଦିବସ ଅବସରରେଓଡିଶା ଆଦିବାସୀ ଅଧିକାରମଞ୍ଚ ତରଫରୁ ଦଫା ସମ୍ଭଳିତ ଦାବୀପତ୍ର ପ୍ରଦାନ କରାଯାଇଛି ।ଆଦିବାସୀମାନେ ଏସଓଜି ଓ ଗୋଡିବାରିଠାରୁ ପୃଥକପୃଥକଭାବେ ବିରାଟ ପଟୁଆରରେ ଆସି ପ୍ରଥମେ ଚନ୍ଦକା ଫରେଷ୍ଟ ଅଫିସ ଓ ପରେ ଚନ୍ଦକା ରାଜସ୍ୱକାର‌୍ୟ୍ୟାଳୟ ପାଖକୁ ଆସି ବିକ୍ଷୋଭ ପର୍ଦଶନ କରିଥିଲେ । ଏଥିରେ କୃଷକନେତା ଜଗନ୍ନାଥ ମିଶ୍ର, ସିପିଆଏମଖଖୋର୍ଦ୍ଧାଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ , ଓଡିଶା ଆଦିବାସୀ ଅଧିକାର ମଞ୍ଚ ରାଜ୍ୟସମ୍ପାଦକ ସାଲମାରାଣ୍ଡି, ଓଡିଶା ଆଦିବାସୀ ଅଧିକାର ମଞ୍ଚ […]

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୯ା୮(ଏସଏସନିଉଜ)ନବରଙ୍ଗପୁର ଡିଭିଜନ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ୫ବର୍ଷର ବଜ୍ରକାପ୍ତାକୁ ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ନନ୍ଦନକାନନରଡାକ୍ତରମାନଙ୍କ ତତ୍ତ୍ବାବଧାନରେ ବଜ୍ରକାପ୍ତାଟିକୁ ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ତାକୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ଛଡାଯାଇଛି।ଉଦ୍ଧାର ବଜ୍ରକାପ୍ତାର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ଆଶାଶୀତ ଭାବେ ବୃଦ୍ଧିପାଇ ୨୫କୁ ପହଁଚିଛି । ତେବେ ଆସିଥିବା ବଜ୍ରକାପ୍ତାଟି ସୁସ୍ଥଥିବାର ଜଣାପଡିଛି।

ମୁକ୍ତାକାଶରୁ ଫେରାରହେଲେ ଜଣେ କଏଦୀ

ମେଣ୍ଢାଶାଳ,୯ା୮(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁପଟ୍ଟନାୟକମୁକ୍ତାକାଶ କାରାଶ୍ରମରୁ ମଙ୍ଗଳବାରରାତିରେ ଜଣେ କଏଦୀ ଫେରାର ହୋଇଯାଇଥବାର ଜଣାପଡିଛି ।ଫେରାର ହୋଇଯାଇଥିବା କଏଦୀ ହେଉଛନ୍ତି ସମ୍ବଲପୁର ଜେଲରୁ ଏଠାକୁ ଆସିଥିବା ଅଭିରାମଦାସ ।ଅଭିରାମ ଫେରାର ହୋଇଯାଇଥିବାର ବୁଧବାର ସକାଳେ ଜଣାପଡିବାପରେ ଜେଲ କର୍ତୁପକ୍ଷ ଚନ୍ଦକାଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।ଏହି କଏଦୀ ଫେରାର ହୋଇଯିବାପରେ ମୁକ୍ତାକାଶରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀମାନଙ୍କ ସଂଖ୍ୟାହ୍ରାସ ପାଇ ୩୫ରେ ପହଁଚିଛି ।ତେବେ ବିଶେଷସୁତ୍ରରୁ ଜଣାପଡିଛି ଯେ,ମୁକ୍ତାକାଶ କାରାଶ୍ରମ କାର‌୍ୟ୍ୟକ୍ଷମ ହେବାପରଠାରୁ ଆଜି ପର‌୍ୟ୍ୟନ୍ତ ୫୧ଜଣ କଏଦୀ […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧୦ତାରିଖଗୁରୁବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୮/୪୮ ,ସୂର୍ଯ୍ୟାସ୍ତ- ଘ୬/୧୫/୧୪ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଦଶମୀ ରାତ୍ରି ଘ୪/୫୮ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୪/୫୮ମି ପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷହେତୁ ସୂର୍ଯ୍ୟୋଦୟରୁ ଦିବା ଘ୪/୩୩ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁତ୍ୟାଗ, ରାତ୍ରି ଘ୪/୫୮ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳ ଶୁକ୍ଳ […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ୯ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃଘ୫/୨୮/୨୯ ,ସୂର୍ଯ୍ୟାସ୍ତ- ଘ୬/୧୫/୪୯ ,ଶ୍ରାବଣମାସ.ଚାନ୍ଦ୍ରମଳକୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ନବମୀରାତ୍ରିଘ୪/୬ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରିଘ୪/୬ମି ପରେ ଉତ୍ତରଦିଗରେ। ରିକ୍ତାତିଥି ଦୋଷହେତୁ ରାତ୍ରିଘ୪/୬ମି ପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ମେଷରାଶିର ଦିବାଘ୮/୨୮ମିପରେ ବିଛାରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କରଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ଲାଉଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୮/୪୧ମି ରୁ ଘ୧୦/୧୬ମିପର୍ଯ୍ୟନ୍ତ। କାଳରାତ୍ରି ରାତ୍ରିଘ୨/୪୧ମି […]

ଫୁଟିଲା ବ୍ରହ୍ମକମଳ

ବାରଙ୍ଗ,୭ା୮(ଏସଏସନିଉଜ)ରାଜଧାନୀଉପକଣ୍ଠ ରଘୁନାଥପୁର ଗ୍ରାମର କମଳାକାନ୍ତସାସ୍ମଲଙ୍କ ବାଡିରେ ରବିବାରରାତିରେ ଦୁଇଟି ବ୍ରହ୍ମକମଳ ଫଲ ଫୁଟିଥିଲା । ଗୋଟିଏ ବ୍ରହ୍ମକମଳଫୁଲ ଫୁଟିବାର ଜାଣିବାପରେ ପରିବାର ଲୋକ ଉଜାଗରହୋଇ ବିଳମ୍ଭିତରାତିପର୍ଯ୍ୟନ୍ତ ଜଗିରହିଥିଲେ ।କିଛିସମୟର ବ୍ୟବଧାନପରେ ଆଉ ଏକ ବ୍ରହ୍ମକମଳ ଫୁଲ ଫୁଟିଥିଲ।। ଦୁଇଟିଜାକ ଫୁଲକୁ ନେଇ କମଳା ରାତାରାତି୍ଯାଇ ଢାୱାସ୍ଥିତ ବାବସୋମନାଥମନ୍ଦିରରେ ଏହାକୁ ଅର୍ପଣ କରିଥିଲେ ।

ପୁରୀମେନକେନାଲ ନେଉଛି ଜୀବନ

ବାରଙ୍ଗ,୭ା୮(ଏସଏସନିଉଜ) ପୁରୀମେନକେନାଲରେ ଗାଧୋଉଥିବାବେଳେ ସୋମବାରସକାଳେ ଜଣେ ୧୬ବର୍ଷର ନାବାଳକ ବୁଡି ମୃତ୍ୟୁବରଣ କରିଛି ।ମୃତ୍ୟୁବରଣ କରିଥିବା ଯୁବକ ହେଉଛନ୍ତି ନରାଜଗ୍ରାମର ସ୍ୱର୍ଗତରଘୁନାଥ ସାହୁଙ୍କର ଏକମାତ୍ର ପୁଅ ବିଭୁତିସାହୁ । ପ୍ରକାସଯେ,ବାପାମାଆଙ୍କର ଏକମାତ୍ର ପୁଅ ବିଭୁତି ବାପାଙ୍କ ଦେହାନ୍ତପରେ ପାଠପଢା ସାରି ଘରଚଳାଇବା ପାଇଁ ସିଆଇଏସଏଫ ପାଖରେ ଥିବା ଏକ ହୋଟେଲରେ କାମ କରୁଥିଲା ।ହୋଟେଲରୁ ଯାହାପାରିଶ୍ରମିକ ମିଳୁଥିଲା ସେଥିରେ ମାଆ ଓ ନିଜେ ଚଳିଯାଉଥିଲେ ।ସୋମବାର ସକାଳେ ହୋଟେଲରେ କାମକରୁଥିବା ଅନ୍ୟଜଣେ ସାଙ୍ଗ ସହ ପୁରୀମେନକେନାଲକୁ ଗାଧୋଇବାକୁ […]

ଆଜିର ରାଶିଫଳ

୮-୮-୨୦୨୩(ମଙ୍ଗଳବାର)ଅଦ୍ଯ କର୍କଟ ଦି୨୩ନ, ଶ୍ରାବଣ ମଳ କୃଷ୍ଣ ଅଷ୍ଟମୀ ଦ୫୫।୪୫ ରାଘ୩।୪୮ ଦ୍ଵିଜା ଦ୫୧।୪୨ ରାଘ୨।୧୧,ମେଷ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ଐଶାନ୍ୟେ । ରାତ୍ରି ଘ୩।୪୮ ଗତେ ପୂର୍ବେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୨।୧୧ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୭ତାରିଖସୋମବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୭/୪୯ ,ସୂର୍ଯ୍ୟାସ୍ତ- ଘ୬/୧୬/୫୯ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଚ଼ନ୍ଦ୍ରବାସ ,ତିଥି- ଷଷ୍ଠୀ ପ୍ରାତଃ ଘ୫/୩୧ମି ପରେ ସପ୍ତମୀ କ୍ଷୟ ରାତ୍ରି ଘ୪/୨୧ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧକରଣୀୟ।ନିଷିଦ୍ଧଖାଦ୍ୟ- ନିମ୍ବ, ପ୍ରାତଃ ଘ୫/୩୧ମିପରେ ତାଳ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୭/୫ମି ରୁ ଘ୮/୪୦ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୩/୪ମି ରୁ ଘ୪/୪୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୨୮ମି ରୁ ଘ୧୧/୫୨ମି […]