Browsing yearly archive

2023

ଶାଳୀନାଁରେ ୩ମହଲାକୋଠା

ଭୁବନେଶ୍ୱର,୭ା୧(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଥିବା ଆରଡବ୍ଲ୍ୟୁଏସଏସର ଅଧୀକ୍ଷଣଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ବିପୁଳସଂପତ୍ତି ଠାବ ହୋଇଛିା ଏଯାବତ ୩ଟିକୋଠା , ଅନୁଗୁଳ ଏବଂ ଢେଙ୍କାନାଳରେ ମୋଟ ୧୪ପ୍ଲଟ ସହ ବହୁସଂପତ୍ତି ପାଇଲାଣି ଭିଜିଲାନ୍ସ। ଭୁବନେଶ୍ୱର ଆଇଗିଣିଆରେ ୩ମହଲା , ପର୍ଜଙ୍ଗରେ ୨ ମହଲାକୋଠା ସହ ଅନୁଗୋଳରେ ଶାଳୀନାଁରେ ୩ମହଲା କୋଠା, ସ୍ତ୍ରୀନାଁରେ ବିଦ୍ୟୁତକନେକ୍ସନ ସହ ବ୍ୟାଙ୍କ ଜମା ୧୫ ଲକ୍ଷ , ନଗଦ୧.୮ ଲକ୍ଷ, ଗୋଟିଏ କାର୍ ଠାବ କଲାଣି ଭିଜିଲାନ୍ସା

ସରିଲା ଧନୁଯାତ୍ରା

ଭୁବନେଶ୍ୱର,୭।୧(ଏସଏସ ନିଉଜ)ଅନ୍ତିମ ଦିବସରେ କଂସବଧ ସହ ଧନୁଯାତ୍ରା ଶେଷହୋଇଛି। ମଞ୍ଚ ଉପରେ ଯୁଦ୍ଧରେ ମାମୁକୁ ନିଧନ କରି ବିଜୟୀ ହେଲେ କୃଷ୍ଣ।

ବିଜେଡିର ୨୬ତମପ୍ରତିଷ୍ଠାଦିବସ

ବାରଙ୍ଗ,୬/୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଡମଣାଯାତ୍ରାପଡିଆଠାରେ ଶୁକ୍ରବାରଦିନ  ଉତରଭୁବନେଶ୍ୱର ନିର୍ବାଚନମଣ୍ଡଳୀ ତରଫରୁ ବିଜୁଜନତାଦଳର ୨୬ତମପ୍ରତିଷ୍ଠାଦିବସ ପାଳିତ ହୋଇଯାଇଛି ।ଏହିଅବସରରେ ଭୁବନେଶ୍ୱରଉତରବିଧାୟକ ତଥା ଭୁବନେଶ୍ୱର ଜିଲ୍ଲାସଭାପତି ସୁଶାନ୍ତରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ପୁର୍ବତନମନ୍ତ୍ରୀ ପ୍ରତାପଜେନା ଅତିଥିଭାବେ ଯୋଗଦେଇ ଓଡିଶା ଏକ ଆଂଚଳିକଦଳ ହୋଇ ବହୁବାଧାବିଘ୍ନ ଭିତରେ ୨୫ବର୍ଷଧରି ଓଡିଶାବାସୀଙ୍କୁ ନିରନ୍ତଭାବରେ ସେବା ଯୋଗଇଆସିଛି ବୋଲି କହିଥିଲେ ।ଅନ୍ୟତମଅତିଥିଭାବେ ମୁଖ୍ୟସଚେତକ ପ୍ରଶାନ୍ତମୁଦୁଲି ଯୋଗଦେଇ ଆଜିଶିକ୍ଷାକ୍ଷେତ୍ରରେ ୫-ଟିମାଧ୍ୟମରେ ହାଇସ୍କୁଲଗୁଡିକର ରୁପାନ୍ତିକରଣ ହେଉ କିମ୍ବା କ୍ରିଡାକ୍ଷେତ୍ରରେ ଓଡିଶା ଦୁଇଦୁଇଥର ପୁରୁଷ ୱାଲ୍ଡକପ୍‌ହକି ଆୟୋଜନକରି ସାରାବିଶ୍ୱରେ ଏକ […]

ଆଜିର ରାଶିଫଳ

ମାଘବ୍ରତାରମ୍ଭ ,୨୦୨୩ମସିହା ଜାନୁୟାରୀମାସ ୦୭ତାରିଖ(ଶନିବାର)ମାଘମାସ-ଶୁକ୍ଲପକ୍ଷ ,ତିଥି-ପ୍ରତିପଦା ,ସୁର୍ୟୋଦୟ ପ୍ରାତଃଘ୦୬/୨୬/୨୪ ,ସୂର୍ଯ୍ୟାସ୍ତସନ୍ଧ୍ୟାଘ୦୫/୧୮/୧୪ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣିକଖାରୁ ଭକ୍ଷଣ ନିଷେଧ । ମେଷ-ପ୍ରତ୍ୟେକକ୍ଷେତ୍ରରେ ଆପଣ ନିଜକୁ ଠିକଭାବେ ଆଡ୍‌ଜଷ୍ଟକରି ଚଳାଇ ନେଇ ପାରିବେନାହିଁ । ସାମୟିକଭାବେ ଅସୁସ୍ଥତା ଅନୁଭବକରିବେ। ପ୍ରଶାସନିକସ୍ତରରେ ଅଟକିରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତହେବାରେ ବନ୍ଧୁ ସାହାଯ୍ୟକରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳହେବ। ବୃଷ-କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବାପାଇଁ ପ୍ରଯତ୍ନ କରିବେ। ଅଫିସକାମର […]

ନନ୍ଦନକାନନକୁ ଭେଟି ଦେଲା ରୁପା

ବାରଙ୍ଗ,୬ା୧(ଏସଏସନିଉଜ) ନୂଆବର୍ଷରେ ପ୍ରଥମେ ବିଲୁଆ ଓ ଲୋରିକିଟ ପକ୍ଷୀ ମୃତ୍ୟୁ ସାଙ୍ଗକୁ ଜିମ୍ପାଜି ଜୁଲୁ ଅସୁସ୍ଥତା କୁ ନେଇ ଚିନ୍ତାରେ ପଡ଼ିଥିବା କର୍ତ୍ତୃପକ୍ଷ ପାଇଁ ଖୁସି ଖବର ନେଇଆସିଛି ବାଘୁଣୀ ରୂପା । ନୂଆବର୍ଷ ରେ ନନ୍ଦନକାନନକୁ ଭେଟି ଦେଇଛି ତିନୋଟି ଶାବକ । ଧଳାବାଘୁଣୀ ରୁପା ଶୁକ୍ରବାରଦିନ ମା ହୋଇଛି ।ନନ୍ଦନକାନନକୁ ନୁଆ ସଦସ୍ୟର ଆଗମନ ହୋଇଛି ।ରୁପା ତାର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି ।ଯାହାଫଳରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।ରୁପା ଗର୍ଭ […]

ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ

ଭୁବନେଶ୍ୱର, ୬ା୧(ଏଏସନିଉଜ)ଓଡିଶାସରକାରଙ୍କ ଅଭିନବ ଗୁଣାତ୍ମକସାର୍ବଜନିନ ସ୍ବାସ୍ଥ୍ୟ ସେବାଯୋଜନା ବି. ଏସ.କେ. ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀଅଧିକାରୀ ଡାକ୍ତରବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଆନ୍ତରିଣ ସମୀକ୍ଷାରୁ ବୈଠକରୁ ଏହା ଜଣାପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭାଗୃହଠାରେ ଅନୁଷ୍ଠିତ ଏହିବୈଠକରେ ବିଭାଗୀୟ ଅତିରିକ୍ତଶାସନସଚିବ ଶୁଭାନନ୍ଦମହାପାତ୍ର ବିଭିନ୍ନଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମତଥ୍ୟ ଆଲୋଚନାପାଇଁ ଉପସ୍ଥାପନ କରିଥିଲେ।ବିଲଗୁଡ଼ିକୁ ଅନୁମୋଦନ ହେବାପୁର୍ବରୁ ସମସ୍ତ ଦରକାରୀତଥ୍ୟ ନିର୍ଦ୍ଧାରିତ ଦରତାଲିକାକୁ ସଠିକଭାବେ ତନଖିକରି ବିଲପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା […]

ଭଦ୍ରେଶ୍ୱରଫାଣ୍ଡି ହେଲା ଥାନା

ଭୁବନେଶ୍ୱର, ୬ା୧(ଏଏସନିଉଜ)ଭଦ୍ରେଶ୍ୱରଫାଣ୍ଡିକୁ ଥାନାମାନ୍ୟତାପାଇଁ ପୂର୍ବତନମନ୍ତ୍ରୀ ତଥା ବିଧାୟକ ପ୍ରତାପଜେନାଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଓଡ଼ିଶାରେ କିଛିଫାଣ୍ଡି ଥାନାମାନ୍ୟତା ପାଇଥିଲାା ତାହାମଧ୍ୟରେ ମାହାଙ୍ଗାବ୍ଲକ ଭଦ୍ରେଶ୍ଵରଫାଣ୍ଡିର ନାମଥିଲାା ଆଜି ଭଦ୍ରେଶ୍ୱର ଫାଣ୍ଡି ରୁ ନାମଫଳକ ହଟାଯାଇ ଭଦ୍ରେଶ୍ଵରଥାନା ନାମଫଳକ ଲଗାଯାଇଛି ।

୧୧ରୁ ଟ୍ରକ୍ ଧର୍ମଘଟ

ଆଠଗଡ଼,୬ା୧(ଏସଏସନିଉଜ) ୧୧ତାରିଖରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି । ୫ଦଫା ଦାବିରେ ରାଜ୍ୟ ଟ୍ରକମାଲିକସଂଘର ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି । ରାଜ୍ୟ ଟ୍ରକମାଲିକସଂଘ ସଭାପତି ବିଭୂପ୍ରସାଦଦାସ ଏନେଇ ସୂଚନା ଦେଇଛନ୍ତିା  

ଭାରତର ତିନୋଟି ଶ୍ରେଷ୍ଠ ପୋଲିସ୍ ଷ୍ଟେସନ୍ ମଧ୍ୟରେ ଆସ୍କା ପାଇଲା ସ୍ଥାନ

ଆସ୍କା ,୬ା୧(ଏସଏସନିଉଜ) ୨୦୨୨ମସିହାରେ ଦେଶର ସର୍ବୋତ୍ତମ ତିନୋଟି ପୋଲିସଷ୍ଟେସନ ମଧ୍ୟରୁ ଓଡ଼ିଶାର ଗଞ୍ଜାମଜିଲ୍ଲା ଆସ୍କା ପୋଲିସଷ୍ଟେସନକୁ ଗୃହ ମନ୍ତ୍ରଣାଳୟ (ଗଐଇ) ଗୋଟିଏ ଭାବରେ ମନୋନୀତ କରଛିି । ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ତଥା ସମ୍ମିଳନୀ ସଚିବ ତରୁଣକୁମାର ଜାନୁଆରୀ୨ରେ ଓଡିଶାଡିଜିପି ସୁନୀଲକୁମାରବନସଲଙ୍କୁ ଚିଠିଲେଖି ସୂଚନା ଦେଇଛନ୍ତି। ଜାନୁଆରୀ୧୯ ଅପରାହ୍ନରେ ରିହର୍ସାଲପାଇଁ ଏବଂ ଜାନୁଆରୀ୨୦ରେ ଟ୍ରଫିପାଇବାକୁ କନଫରେନ୍ସଭେନ୍ୟୁରେ କ୍ରସବେଲ୍ଟ ସହିତ ୟୁନିଫର୍ମରେ ଉପସ୍ଥିତ ରହିବାକୁ ଏସଏଚପିକୁ ନିର୍ଦ୍ଦେଶ ଦେବାକୁ ସେ ଡିଜିପିଙ୍କୁ କହିଥିଲେ।ଦିଲ୍ଲୀରେ ଏସଏଚଓଙ୍କ ରହଣି ଏବଂ […]

ସ୍କୁଲ୍ ଆଗରେ ଧାରଣାରେ ବସିଲେ ପିଲା

ଭଣ୍ଡାରିପୋଖରୀ,୬ା୧(ଏସଏସନିଉଜ)ଗୋଟେପଟେ ଶିକ୍ଷକଙ୍କ ଅଭାବ ଓ ଅନ୍ୟପଟେ ସଠିକଭାବେ ପାଠପଢା ହୋଇପାରୁନଥିବାରୁ ବାଧ୍ୟ ହୋଇ ବିଦ୍ୟାଳୟଆଗରେ ଧାରଣାରେ ବସିଛନ୍ତି ଗ୍ରାମବାସୀ ।ମଢ଼ିଆଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ଦେଖାଦେଇଛି। ବିଦ୍ୟାଳୟରେ ୧୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ରହିଛନ୍ତି।ସେଥିମଧ୍ୟରୁ ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନାପାଇଁ ସରକାରୀକାର୍ଯ୍ୟରେ ବ୍ୟସ୍ତ ରହୁଥିବାବେଳେ ବାକିରହିଥିବା ୨ଜଣ ଶିକ୍ଷକଙ୍କୁ ନେଇ ଆଠଟିଶ୍ରେଣୀରେ ଥିବା ପିଲାମାନଙ୍କୁ ଠିକଭାବେ ପାଠପଢା ହୋଇପାରୁନ ଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍ତି […]