ଲାଗିଛି ବର୍ଷା,ଖୋଲିଲା ଗେଟ୍
ଭୁବନେଶ୍ୱର,୧୪।୯(ଏସଏସନିଉଜ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି।୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଛି।କଳାହାଣ୍ଡି ଏମ୍. ରାମପୁରରେ ୧୯୩ ମିମି, ଥୁ.ରାମପୁରରେ ୧୫୮ ମିମି,କଣ୍ଟାମାଳରେ ୧୫୮, କେନ୍ଦ୍ରାପଡ଼ାରେ ୧୩୨.୪ ମିମି,ଝାରସୁଗୁଡ଼ାରେ ୭୬.୮, ଭୁବନେଶ୍ବରରେ ୫୫ ମିମି ବର୍ଷା ରେକର୍ଡ ହୋଇଛି।ଅନ୍ୟପଟେ ହୀରାକୁଦ ଜଳଭଣ୍ଡାର ରେ ଜଳସ୍ତର ବଢୁଥିବାରୁ ଖୋଲିଲା ଆଉ ୮ଟି ଗେଟ୍ । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳଭଣ୍ଡାର ରୁ ଜଳ ନିଷ୍କାସନ ଜାରି ରହିଛି ।ଗତକାଲି […]