ଆଜିର ରାଶିଫଳ
୨୦୨୩ ମସିହା ଜୁନ୍ ମାସ ୧୭ ତାରିଖ ଶନିବାର।ଧରାସ୍ନାନ/ବସୁମତୀ ସ୍ନାନ, ଶ୍ରୀଲକ୍ଷ୍ମୀଦେଵୀ ସ୍ନାନ ଓ ପୂଜା, ଶ୍ରୀଜୀଉଙ୍କର ଅନବସର ଚତୁର୍ଦ୍ଦଶୀ, ଚନ୍ଦ୍ରଗ୍ରହ ଜୟନ୍ତୀ, ନିଶାପାଳନ, ନଷ୍ଟ ଚନ୍ଦ୍ରୋପବାସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୨୯,ସୂର୍ଯ୍ୟାସ୍ତ- ଘ୬/୨୨/୫୯,ଆଷାଢ଼ ମାସ,କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୯/୩ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ସୌର ଚଳନେ ମିଥୁନ ଦି୩ନ।,ଘାତଚନ୍ଦ୍ର–ବିଛା ରାଶିର ଘାତଚନ୍ଦ୍ର ଘାତ ବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ଅମାବାସ୍ୟା ବିହିତ ଶ୍ରାଦ୍ଧ ଓ ତିଳ ତର୍ପଣ। ପିତୃ […]