ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ାଦିବସ
କଟକ,୨୯।୮(ଏସଏସନିଉଜ)ଫିଟନେସ୍, ଶୃଙ୍ଖଳା, ଦୃଢ଼ତା ଓ କ୍ରୀଡ଼ା ଉତ୍କର୍ଷ ଭାବନା ସହିତ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଜାତୀୟ କ୍ରୀଡ଼ାଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ୧୦୦ରୁଅଧିକ ବିଦ୍ୟାର୍ଥୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ବିଦ୍ୟାର୍ଥୀ କଲ୍ୟାଣ ବିଭାଗ ଡିନ୍ ଡ.ଜୟପ୍ରକାଶ ଭଟ୍ଟ ମୁଖ୍ୟ ଅତିଥି ଭାରତୀୟ ଭଲିବଲ୍ (ମହିଳା)ଖେଳାଳି ଶିବାନୀ ପ୍ରିୟଦର୍ଶିନୀ,ବିଶିଷ୍ଟ ଅତିଥିବୃନ୍ଦ, ବିଦ୍ୟାର୍ଥୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସ୍ୱାଗତ କରି ବିଦ୍ୟାର୍ଥୀ ଜୀବନରେ କ୍ରୀଡ଼ାର […]