କାଲି ଏନ୍ଟିଏର ମକ୍ ଡ୍ରିଲ୍
ଭୁବନେଶ୍ୱର,୧୯।୬(ଏସଏସନିଉଜ)ଆସନ୍ତାକାଲି ସାରାଦେଶରେ ଏନ୍ଟିଏର ମକ୍ ଡ୍ରିଲ୍ ହେବାକୁ ଯାଉଛି।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ମକ୍ ଡ୍ରିଲ୍।ଆସନ୍ତା ୨୧ ତାରିଖରେ ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା।୫ ହଜାରରୁ ଅଧିକ ସେଣ୍ଟରରେ ପରୀକ୍ଷା ଦେବେ ୨୩ ଲକ୍ଷ ପରୀକ୍ଷାର୍ଥୀ।୨ ଲକ୍ଷ ପୋଲିସ୍ ଓ ୧୫ ହଜାର ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହେବେ।ମୋଟ୍ ୧.୫ ଲକ୍ଷ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି।