ଟ୍ରେନ୍ ଯାତ୍ରୀ ସାବଧାନ
ଭୁବନେଶ୍ବର,୨୨।୬(ଏସଏସନିଉଜ)ଟ୍ରେନ୍ ଯାତ୍ରୀ ସାବଧାନ।ଏଥର ନିୟମ ଭାଙ୍ଗିଲେ ପଡିବ ମହଙ୍ଗା।ରେଳବାଇ ନିୟମରେ ବଡ଼ ପରିବର୍ତ୍ତନ। ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ।ଟ୍ରେନ୍ରେ ଭିକ୍ଷା ମାଗି ଧରାପଡିଲେ ଗଣିବେ ଜରିମାନାଧୁମ୍ରପାନ କଲେ କିମ୍ବା ଗାଳିଗୁଳଜ କଲେ ଗଣିବେ ତଣ୍ଡ।ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଫାଇନ୍।ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଅପରାଧ ପାଇଁ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।