ଯାଜପୁର,୩୦।୮(ଏସଏସନିଉଜ)କଡେଇ ଛକ ନିକଟରେ ଦୁର୍ଘଟଣା ଘଟିଛି।ଟ୍ରକ ସାଇଡ୍ ମାରିବାରୁ ଓଲଟିପଡ଼ିଛି ଏକ ଯାତ୍ରୀବାହୀ ବସ।ବସଟି ଭୁବନେଶ୍ବରରୁ ବାଲେଶ୍ବର ଯିବା ବେଳେ ଅଘଟଣ ଘଟିଛି।ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସମସ୍ତ ଆହତ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି।