Browsing yearly archive

2026

ନନ୍ଦନକାନନ ଚାକିରି..

ଭୁବନେଶ୍ୱର,୨୪।୬(ଏସଏସନିଉଜ) ସରକାରୀ ଗାଡ଼ି ସରକାରୀ କାମରେ ବ୍ୟବହାର ହୁଏ।ଏହା ପୁଣି ଜନତାଙ୍କ ଟିକସ ଟଙ୍କାରେ ଚାଲେ। ହେଲେ ନନ୍ଦନକାନନ ଫରେଷ୍ଟ ଡିପାର୍ଟମେଣ୍ଟର ଏକ ସରକାରୀ ବୋଲେରୋ ଏବେ ଘରୋଇ ଟ୍ୟାକ୍ସି ପାଲଟିଥିବା ଭଳି ମନେହେଉଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପ୍ରକାଶଯେ,ମଙ୍ଗଳବାର ଅପରାହ୍ନ ୪.୫୭ ମିନିଟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ସରକାରୀ ଗାଡ଼ି ନନ୍ଦନକାନନର ଆମ ବସଷ୍ଟପେଜ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। OD33AM2956 ନମ୍ବର ବୋଲେରୋ ଗାଡ଼ିଟି ବସ୍ ଷ୍ଟପରେ […]

ଆଜିର ରାଶିଫଳ

୨୦୨୬ମସିହା,ଜୁନମାସ,୨୫ତାରିଖ,ଗୁରୁବାର,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତସମ୍ମତ (ନିର୍ଜ୍ଜଳା)ଏକାଦଶୀ,ଶ୍ରୀମନ୍ଦିରେ ଓ ଷୋହଳଶାସନରେ ଋକ୍ମିଣୀ ବିବାହୋତ୍ସବ, ଚିଟାଉପ୍ରେରଣ,ଜଳକ୍ରିଡା,ଲକ୍ଷ୍ମିନାରାୟଣ ବ୍ରତ,ନିଶାମୁକ୍ତ ଦିବସ,ବିବିଧ – ହଳ ନିଷେଧ ଋତୁ-ଗ୍ରୀଷ୍ମ ଋତୁର(ଦ୍ବିତୀୟମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୩/୧୧,🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୪/୪୭, ଜ୍ୟେଷ୍ଠ ମାସ,ଶୁଦ୍ଧ ଶୁକ୍ଳପକ୍ଷ,ବୃହସ୍ପତି ବାସ,ତିଥି- ଏକାଦଶୀ ରାତ୍ରି ଘ୭/୫୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ସ୍ବାତୀ ନକ୍ଷତ୍ର ଦିବା ଘ୪/୫୭ମି ପର୍ଯ୍ୟନ୍ତ ତଦନ୍ତେ ବିଶାଖା ନକ୍ଷତ୍ର।ଶିବଯୋଗ ଦିବା ଘ୧୧/୫୮ମି ପର୍ଯ୍ୟନ୍ତ ତଦନ୍ତେ ସିଦ୍ଧିଯୋଗ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୭/୫୩ମି ପରେ ନୈର୍ଋତ କୋଣରେ।ଅଗନ୍ତବ୍ୟ ତିଥି ଓ […]

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼ ଘଟଣା ୨ ଗିରଫ

ଭୁବନେଶ୍ବର,୨୪।୬(ଏସଏସନିଉଜ)ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଘଟିଥିବା ଗୁଳିମାଡ଼ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଜଣ ସଶସ୍ତ୍ର ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପୋଲିସ ୨ଟି ଦେଶୀ ପିସ୍ତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍ ୨୧ ତାରିଖରେ ପୂର୍ବକୋଟ ଗ୍ରାମର ଆଉଲା ତାରୋ ରାଓ ନିଜ ସାଙ୍ଗ ସହ ବାଇକ୍‌ରେ ଯାଉଥିଲେ। ଖପୁରା ଥାନା ରବଣା ଗ୍ରାମର […]

ଗଞ୍ଜେଇ ସହ ୩ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

ଭୁବନେଶ୍ବର,୨୪।୬(ଏସଏସନିଉଜ)ଓଡ଼ିଶା ପୋଲିସର ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଗଞ୍ଜାମ ଓ ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ୧୯୨ କିଲୋ ଗଞ୍ଜେଇ ଜବତ ହେବା ସହ ୩ଜଣ ଗିରଫ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଓଡ଼ିଶା ପୋଲିସକୁ ଦୁଇଟି ପୃଥକ ଘଟଣାରେ ସଫଳତା ମିଳିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏବଂ ଯୋଡ଼ାମ୍ବ ପୋଲିସ ଚଢ଼ାଉ କରି ସର୍ବମୋଟ ୧୯୨ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ […]

ଆଜିର ରାଶିଫଳ

୨୦୨୬ ମସିହା,ଜୁନମାସ,୨୪ତାରିଖ,ବୁଧବାର,ଅଦ୍ୟ ଦିବ୍ୟରାତ୍ରି ବଟୁକୁ ଭୈରବ ଓ ଷୋଡଷୀ ଆବିର୍ଭାବ ।ଋତୁ- ଗ୍ରୀଷ୍ମ ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୨/୪୦,ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୪/୨୬।ଜ୍ୟେଷ୍ଠ ମାସ,ଶୁଦ୍ଧ ଶୁକ୍ଳପକ୍ଷ,ଭୌମ ବାସ,ତିଥି- ନବମୀ ଦିବା ଘ୪/୧୫ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ହସ୍ତା ନକ୍ଷତ୍ର ଦିବା ଘ୧୨/୧୩ମି ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ନକ୍ଷତ୍ର।ବରୀୟାନଯୋଗ ଦିବା ଘ୧୧/୧୧ମି ପର୍ଯ୍ୟନ୍ତ ତଦନ୍ତେ ପରୀଘଯୋଗ। କରଣ- କୌଳବକରଣ ଦିବା ଘ୪/୧୫ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ନିଶାନ୍ତ ଘ୫/୩ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବ ଦିଗରେ, […]

କମିଟି ସୁପାରିସରେ ହେବ ଯନ୍ତ୍ରୀଙ୍କ ବଦଳି

ଭୁବନେଶ୍ୱର,୨୪।୬(ଏସଏସନିଉଜ)ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଯନ୍ତୀଙ୍କ ଲାଗି ବଦଳି ନୀତି ଜାରି। OES ଓ ODES କ୍ୟାଡରର ଅଧିକାରୀଙ୍କ ଲାଗି ବଦଳି ନୀତି ଜାରି।ଗଠିତ ହୋଇଥିବା ଏକ ସ୍ପତନ୍ତ୍ର କମିଟିର ସୁପାରିସ୍‌ରେ ହେବ ବଦଳି।ବଦଳି ପାଇଁ ଗଠନ ହୋଇଛି ‘ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି'(EEC)। ମୁଖ୍ୟଯନ୍ତ୍ରୀଙ୍କଠୁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସୁପାରିସ କରିବ EEC। ବିଭାଗର ପ୍ରମୁଖ ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ।AE ଓ JEଙ୍କ ବଦଳି ପାଇଁ ଏକ ପୃଥକ ଇଇସି ଗଠନ କରାଯିବ।

୨୯ରୁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୨୪।୬(ଏସଏସନିଉଜ)ବର୍ଷା ପାଇଁ ଆସନ୍ତା ୨୯ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ।ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍‌ କମ୍ପ୍ଲେକ୍ସ ଖୋଲା ରହିବ।ଏନେଇ ସୂଚନା ଜାରି କଲେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ।

ନନ୍ଦନକାନନ ବୋତଲ ଘୋଟାଲା

ଭୁବନେଶ୍ୱର, ୨୨|୬(ଏସଏସନିଉଜ) ନନ୍ଦନକାନନ ଏବେ ପ୍ରାଣୀ ଉଦ୍ୟାନ ନୁହେଁ, ପର୍ଯ୍ୟଟକଙ୍କ ଲୁଟ୍ କେନ୍ଦ୍ର ! ପରିବେଶ ନାଁରେ ଏଠି ଚାଲିଛି ସିଧା ଦାଦାବଟି। ଗୋଟେ ପାଣି ବୋତଲ, ଗୋଟେ କାଗଜ ଷ୍ଟିକର, ଆଉ ୫୦ ଟଙ୍କାର ଜୋର ଜବରଦସ୍ତ ବଟି। ନିୟମ ନାଁରେ ଏହା ଏକ ସୁଚିନ୍ତିତ ଠକେଇ ବୋଲି ପର୍ଯ୍ୟଟକଙ୍କ ମହଲରେ ତୀବ୍ର ସମାଲୋଚନା ହେଲାଣି । ଭିତରକୁ ପାଣି ବୋତଲ ନେଲେ ଗେଟ୍ ରେ ବୋତଲ କାଉଣ୍ଟର ଅଛି। ବୋତଲ ପିଛା ୫୦ ଟଙ୍କା […]

ଆଜିର ରାଶିଫଳ

ଜୁନ୍ ମାସ ୨୩ତାରିଖ ୨୦୨୬ମସିହା(ମଙ୍ଗଳବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ, ତିଥି-ନବମୀ ଦିବା ଘ୦୪/୧୭ଗତେ ଦଶମୀ,ନକ୍ଷତ୍ର-ହସ୍ତା ଦିବା ଘ୧୨/୧୫ ଗତେ ଚିତ୍ରା,ଚନ୍ଦ୍ର-କନ୍ୟା ରାତ୍ରି ଘ୦୧/୧୪ ଗତେ ତୁଳା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୯,ଯୋଗିନୀ ପୂର୍ବେ ଦିବା ଘ୦୪/୧୭ ଗତେ ଉତ୍ତରେ,ମକରରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୨୬ଗତେ ଘ୦୩/୦୬ ମଧ୍ୟେ,ବାରବେଳା- ଦିବା ଘ୦୬/୫୦ ଗତେ ଘ୦୮/୩୪ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ୦୬/୪୯ ମଧ୍ୟେ ଓ ଘ୦୯/୧୬ଗତେ ଘ୧୧/୩୮ମଧ୍ୟେ ରାତ୍ରି ଘ୦୭/୧୫ ଗତେ ଘ୧୨/୫୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୩୭ […]

ରସିକିଆ ଡାକ୍ତର ଗିରଫ

ଭୁବନେଶ୍ବର,୨୨।୬(ଏସଏସନିଉ ଜ)ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର। ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତି ଉମରକୋଟରୁ ଗିରଫ।ଏୟାରଫିଲ୍‌ଡ ଥାନାରେ ମହିଳାଙ୍କ ଅଭିଯୋଗ ପରେ ଡାକ୍ତର ଗିରଫ।ଶାରୀରିକ ସମ୍ପର୍କ ରଖିବା ସହିତ ୩୦ ଲକ୍ଷର ସୁନା ଗହଣା ଠକି ନେଇଥିବା ଅଭିଯୋଗ।ଅବିନାଶ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ସରକାରୀ ମେଡିକାଲର ଡାକ୍ତର।