Browsing yearly archive

2026

ଚନ୍ଦ୍ରିକାଙ୍କ ଘରେ ବାରଙ୍ଗ ପୁଲିସ

କଟକ, ୧୫।୬(ଏସଏସନିଉଜ)ଡାକ୍ତରୀଛାତ୍ରୀ ଚନ୍ଦ୍ରିକାଙ୍କଘରେ ପହଁଚିଲା ୪ ଜଣିଆ ବାରଙ୍ଗ ପୁଲିସ ଦଳ। ଗତକାଲିରାତିରେ ବାରଙ୍ଗ ପୁଲିସଦଳ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରିଥିବାବେଳେ ସୋମବାର ପୁଣି ବାରଙ୍ଗପୁଲିସ ଗୁଳିରେ ଚନ୍ଦ୍ରିକାଙ୍କଘରେ ପଚରାଉଚରା କରିଛି। ପୁଲିସ ପହଞ୍ଚି ବିଭିନ୍ନଦିଗ ଉପରେ ପଚରାଉଚରା କରିଛି।ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କମଧ୍ୟରେ ଅନ୍ୟ ଯୁବତୀଙ୍କଏଣ୍ଟ୍ରି,ଏଭଳି ତମାମ ଦିଗ ଉପରେ ପଚରା ଉଚରା କରିଛନ୍ତି।ଗତକାଲିରାତିରେ ଚନ୍ଦ୍ରିକାଙ୍କମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ […]

ଆଜିର ରାଶିଫଳ

୨୦୨୬ ମସିହା, ଜୁନ ମାସ, ୧୬ ତାରିଖ, ମଙ୍ଗଳବାର,ତୃତୀୟ (ଶେଷ) ରଜ, ଭଞ୍ଜ ଜୟନ୍ତୀ, ଭୂମିଦାହ, ଅଦ୍ୟ ଦ୍ବିତୀୟାର ଚନ୍ଦ୍ର ଦର୍ଶନ ପୂଜା ଓ ଅର୍ଘ୍ୟଦାନ,ବିବିଧ- ସ୍ତ୍ରୀ ତୈଳ ବର୍ଜ୍ଜନ, ରାତ୍ରୌ ହଳ ନିଷେ,ଋତୁ- ଗ୍ରୀଷ୍ମ ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୧/୧୫,ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୨/୪୧,ଜ୍ୟେଷ୍ଠ ମାସ,ଶୁଦ୍ଧ ଶୁକ୍ଳପକ୍ଷ,ଭୌମବାସ,ତିଥି- ଦ୍ବିତୀୟା ରାତ୍ରି ଘ୧/୩ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଗଣ୍ଡଯୋଗ ପ୍ରାତଃ ଘ୫/୫୬ମି ପର୍ଯ୍ୟନ୍ତ ତଦନ୍ତେ ବୃଦ୍ଧିଯୋଗ କ୍ଷୟ ରାତ୍ରି ଘ୧/୪୯ମି ପର୍ଯ୍ୟନ୍ତ,କରଣ- ବାଳବକରଣ ଦିବା ଘ୨/୫୪ମି […]

ପହିଲି ରଜରେ ନନ୍ଦନକାନନରେ ବଢ଼ିଲେ ପର୍ଯ୍ୟଟକ

ଭୁବନେଶ୍ୱର,୧୪।୬(ଏସଏସନିଉଜ) ରାଉତ)ଚଳିତ ବର୍ଷ ପହିଲି ରଜ ରବିବାର ପଡ଼ିଥିବାରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନରେ ଆଶାତୀତ ଭାବେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶା କର୍ତ୍ତୃପକ୍ଷ ରଖିବା ସହ ସଜାଗ ହୋଇ ରହିଥିଲେ।ତେବେ ରବିବାର ପହିଲି ରଜରେ ନନ୍ଦନକାନନକୁ ୨୭ହଜାରେ ୧୯୨ ଜଣ ପର୍ଯ୍ୟଟକ ଓ ବଟାନିକାର୍ଲଗାର୍ଡେନକୁ ୨୧୮୮ ଜଣ ଆସିଥିବା ପର୍ଯ୍ୟଟକକୁ ମିଶାଇ ସମୁଦାୟ ୨୯,୩୮୦ ପର୍ଯ୍ୟଟକ ଉଭୟ ପାର୍କକୁ ଆସିଥିଲେ। ଯାହାକି ଗତବର୍ଷ ଠାରୁ ଏଥର ୪୫୨୪ ଜଣ ଅଧିକ ପର୍ଯ୍ୟଟକ ଏଥର ଉଭୟ ପାର୍କକୁ […]

ମହିଳା ନିଖୋଜ ଫାଣ୍ଡିରେ ଅଭିଯୋଗ

କଟକ, ୧୪।୬(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋଡିସାହି ଗ୍ରାମରେ ଜଣେ ମହିଳା ନିଖୋଜ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ ବଳରାମ ବେଜଙ୍କ ପତ୍ନୀ କବିତା ବେଜ(୩୨) ଶନିବାର ଅପରାହ୍ନରେ କେଉଁ ଆଡେ ଚାଲି ଯାଇଛନ୍ତି। କବିତା ଯିବା ସମୟରେ ସାଥିରେ ତାଙ୍କର କୁନି ଝିଅଟିକୁ ନେଇଯାଇଛନ୍ତି। ବଳରାମ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ। ଏସଂପର୍କରେ କବିତାଙ୍କ ପିତା ନିବାସ ଚନ୍ଦ୍ର ବାରିକ ଗୋଡିସାହି ଫାଣ୍ଡିରେ ଏକ ଲିଖିତ […]

ଉଦ୍ଘାଟିତ ହେଲା ଭୁବନେଶ୍ୱର ରଜ ମହୋତ୍ସବ

ଭୁବନେଶ୍ବର,୧୪।୬( ଏସଏସନିଉଜ) କଲ୍ୟାଣପୁର ସ୍ଥିତ ସ୍ୱସ୍ତିବନର କୁଆଖାଇ ନଦୀକୁଳରେ ଭୁବନେଶ୍ୱର ରାଜ୍ୟସ୍ତରୀୟରଜ ମହୋତ୍ସବ ରବିବାର ଉଦ୍ଘାଟିତ ହୋଇଯାଇଛି।ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ,ମେୟର ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇଥିଲେ। ୧୪ରୁ ୧୭ ତାରିଖ ୪ ଦିନବ୍ୟାପୀ ହେବାକୁ ଥିବା ରାଜ୍ୟ ସ୍ତରୀୟ ରଜ ମହୋତ୍ସବରେ ଏଥର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଦୋଳିର ବ୍ୟବସ୍ଥା କରାଯାଇଛି ।ଝିଅମାନଙ୍କ ମଧ୍ୟରେ ପାରମ୍ପରିକ ଝୋଟିଚିତା, ପୁଚିଖେଳ,ରଙ୍ଗୋଲି,ଦୌଡ଼ିଡ଼ିଆଁ,ମ୍ୟୁଜିକ ଚେୟାର ପ୍ରଭୁତି ପ୍ରତିଯୋଗିତା କରାଯାଇଥିବାବେଳେ ପୁରୁଷମାନଙ୍କୁ ନେଇ ପଶା, […]

ଆଜିର ରାଶିଫଳ

ଜୁନ୍ ମାସ ୧୫ତାରିଖ ୨୦୨୬ମସିହା (ସୋମବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ,ତିଥି- ଅମାବାସ୍ୟାଦିବା ଘ୦୮/୪୩ ଗତେ ପ୍ରତିପଦ,ନକ୍ଷତ୍ର- ମୄର୍ଗଶିରା ରାତ୍ରି ଘ୦୪/୪୬ ଗତେ ଆର୍ଦ୍ରା,ସୁର୍ୟୋଦୟ- ପ୍ରାତଃ ଘ୦୫/୧୨/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୯,ଯୋଗିନୀ ଐଶାନ୍ୟେ ଦିବା ଘ୦୮/୪୨ ଗତେ ପୂର୍ବେ,ମିଥୁନରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୪/୪୬ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୫୦ ଗତେ ଘ୦୮/୩୨ମଧ୍ୟେ,ବାରବେଳା-ଦିବା ଘ୦୩/୦୫ ଗତେ ଘ୦୪/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୩୩ ଗତେ ଘ୧୦/୦୧ ମଧ୍ୟେ ଓ ରାତ୍ରି ୦୯/୦୬ଗତେ ଘ୧୨/୪୩ ମଧ୍ୟେ.ଓ ଘ୦୨/୨୬ ଗତେ ଘ୦୪/୦୦ […]

ଆଜିର ରାଶିଫଳ

ଜୁନ୍ ମାସ ୧୪ ତାରିଖ ୨୦୨୬ ମସିହା (ରବିବାର)ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୩୮ ଗତେ ଅମାବାସ୍ୟା,ନକ୍ଷତ୍ର- ରୋହିଣୀ ରାତ୍ରି ଘ୧୧/୦୪ ଗତେ ମୄର୍ଗଶିର।ସୁର୍ୟୋଦୟ- ପ୍ରାତଃ ଘ୦୫/୧୨/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୪,ଯୋଗିନୀ ପଶ୍ଚିମେ ଦିବା ଘ୧୨/୩୮ ଗତେ ଐଶାନ୍ୟେ,ମେଷରାଶିର ଘାତବାର,ବିଛା ରାଶିର ଘାତଚନ୍ଦ୍ର,ଚତୁର୍ଦ୍ଦଶୀ ଓ ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୦୫ ଗତେ ଘ୦୧/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୯ ଗତେ ଘ୦୯/୧୨ ମଧ୍ୟେ ଓ୦୧/୨୩ ଗତେ ଘ୦୨/୦୩ […]

ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ

ବୌଦ୍ଧ,୧୩।୬(ଏସଏସନିଉଜ) ଗୋଚାଲାଣ ରୋକିବା ବେଳେ ମାଫିଆଙ୍କ ଫାଙ୍କା ଗୁଳିଚାଳନା କରାଯାଇଛି।ବଜରଙ୍ଗ ଦଳ ଉପରେ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ ଆସିଛି।ବାଉଁଶୁଣି ଥାନା ଟାଲୁପାଲି ରେଲୱେ ବ୍ରିଜ ନିକଟରେ ଫାଙ୍କା ଗୁଳିଚାଳନା ହୋଇଛି।ଘଟଣାସ୍ଥଳରୁ ୭୫ ଗୋରୁ ଉଦ୍ଧାର ହୋଇଥିବା ବେଳେ ମାଫିଆମାନେ ଫେରାର ହୋଇଯାଇଛନ୍ତି।ସେହିଭଳି ଭାବେ ଜଳେଶ୍ୱରରେ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ କମର୍ଦ୍ଦା ଥାନାଞ୍ଚଳରେ ୬ ଗୋମାଫିଆଙ୍କ ଘରେ ପୋଲିସ ଚଢ଼ାଉ କରିଛି।ଜଳେଶ୍ୱର ଓ ବସ୍ତା SDPOଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି।ଅଭିଯୁକ୍ତ ଗୋମାଫିଆ ଫେରାର ହୋଇଯାଇଥିବା ବେଳେ […]

କେନାଲକୁ ଖସିଲା ହାଇଓ୍ବା

ବାରଙ୍ଗ,୧୨।୬(ଏସଏସନିଉ ଜ)ଗୁରୁବାର ବିଳମ୍ବିତ ରାତିରେ ଭାରସମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ ମେନ କେନାଲ ଭିତରକୁ ପଶିଯାଇଛି।ଗାଡ଼ିଟି ଦୃତଗତିରେ ବାରଙ୍ଗରୁ ଗୋଡିସାହି ପଟକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି।ତେବେ ଅଧିକ ରାତି ହୋଇଥିବାରୁ ଚାଲକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ମାଡ ହୋଇ କେନାଲ ମଧ୍ୟକୁ ପଶିଯାଇଥିବାର କୁହାଯାଇଛି।ତେବେ ଏହି ଅଘଟଣ ଘଟିଥିବାର କୁହାଯାଉଥିବା ବେଳେ ଅନ୍ୟ କାହାର କ୍ଷତି ହୋଇନଥିବାର ଜଣାପଡିଛି।ଦୁର୍ଘଟଣା ପରେ ଚାଲକ […]

ଆଜିର ରାଶିଫଳ

ଜୁନ୍ ମାସ ୧୩ତାରିଖ ୨୦୨୬ ମସିହା (ଶନିବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୪/୨୨ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୨/୦୬ ଗତେ ରୋହିଣୀ,ସୁର୍ୟୋଦୟ ପ୍ରାତଃଘ୦୫/ବ୧୨/୧/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୪,ଯୋଗିନୀ ଦକ୍ଷିଣେ ଦିବା ଘ୦୪/୨୨ ଗତେ ପଶ୍ଚିମେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, ମେଷରାଶିର ଘାତଚନ୍ଦ୍ର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୨/୦୬ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୬/୫୨ ମଧ୍ୟେ ଓ ଘ୦୪/୪୩ ଗତେ ଘ୦୬/୨୪ ମଧ୍ୟେ,ବାରବେଳା- ଦିବା ଘ୦୨/୨୫ ଗତେ ଘ୦୩/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୦୬ […]