Browsing yearly archive

2026

ଆଗରୁ ଲଢ଼ୁଥିଲେ, ଏବେ ଏକ ହୋଇ ବସିଲେ

ଭୁବନେଶ୍ୱର,୧୦।୪(ଏସଏସନିଉଜ)ଏକାଠି ଦିଲ୍ଲୀ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ସୋସିଆଲମିଡ଼ିଆରେ ଫଟୋ ପୋଷ୍ଟକରି ଖୁସି ବ୍ୟକ୍ତକଲେ ଆଡଭୋକେଟ୍ ଜେନେରାଲ ପିତାମ୍ବରଆଚାର୍ଯ୍ୟ।ଆଗରୁ ଲଢ଼ୁଥିଲେ,ଏବେ ଏକହୋଇ ବସିଲେ। ଆଜି ନବୀନ ଦିଲ୍ଲୀଯିବା ବେଳେ ବିମାନରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଏକାଠିମିଶି ଫଟୋ ଉଠାଇଛନ୍ତି ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଓ ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବିଜେଡିସୁପ୍ରିମୋ ନବୀନ ପଟ୍ଟନାୟକ।

୨୦୨୭ରେ ପଂଚାୟତ ନିର୍ବାଚନ

ଭୁବନେଶ୍ୱର,୧୦।୪(ଏସଏସନିଉଜ)ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାପାଇଁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିପାଇଁ ୱାର୍ଡମେମ୍ବର,ସରପଞ୍ଚ ଓ ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦସଦସ୍ୟ ପାଇଁ ସଂରକ୍ଷଣ ସ୍ଥିରକରିବାକୁ ନିର୍ଦ୍ଦେଶନାମା ଆସିଛି।ଏହାକୁ କରି ଏପ୍ରିଲ୨୦୨୬ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡାନ୍ତରିପୋର୍ଟ ଦେବାକୁ କୁହାଯାଇଛି। ୱାର୍ଡମେମ୍ବର,ସରପଞ୍ଚ ଓ ସମିତିସଭ୍ୟରେ ସଂରକ୍ଷଣପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ତାରିଖଭିତରେ ଅଭିଯୋଗ ଆବେଦନ ଏବଂ ୨୪ସୁଦ୍ଧା ଅଭିଯୋଗ ଶୁଣାଣି,୨୯ସୁଦ୍ଧା ଚୂଡାନ୍ତସଂରକ୍ଷଣ ତାଲିକା ନିର୍ବାଚନକୁ ଜଣାଇବାକୁ କୁହାଯାଇଛି। ସେହିପରି ଜିଲ୍ଲାପରିଷଦ ସଦସ୍ୟରେ ସଂରକ୍ଷଣପାଇଁ […]

ରାଜଧାନୀ ଛାତି ଉପରେ ବଡ଼ ଡକାୟତି

ଭୁବନେଶ୍ୱର,୧୦।୪(ଏସଏସନିଉଜ)ଗତକାଲି ବିଳମ୍ବିତରାତିରେ ପଟିଆଗ୍ରାମର ତିନୋଟିମନ୍ଦିରରୁ ଚୋରିହୋଇଛି।ଚୋରମାନେ ମନ୍ଦିରକୁ ମଧ୍ୟ ଛାଡ଼ିଲିନି।ଏହା କୌଣସି ଉପାନ୍ତଗାଁ ନୁହେଁ ରାଜଧାନୀ ଛାତିଉପରେ ହୋଇଛି ଏଭଳି ଲୁଟ୍ । ଗୋଟିଏକି ଦୁଇଟିନୁହେଁ ପଟିଆଗାଁରୁ ୩ଟିମନ୍ଦିରରୁ ହୋଇଛି ସିରିଜଲୁଟ।ମନ୍ଦିରରୁ ସୁନାମୂର୍ତ୍ତି ନେଇଗଲେଡକାୟତ।କୋଟିକୋଟିଟଙ୍କାର ଠାକୁରଙ୍କ ମୂର୍ତ୍ତି,ଅଳଙ୍କାର ଚୋରିକରି ନେଇଗଲେ ଲୁଟେରା।ଗତକାଲି ବିଳମ୍ବିତରାତିରେ ୪ଦୁର୍ବୃତ୍ତ ପଶି ଶିଖରଚଣ୍ଡୀ,ନୀଳକଣ୍ଠ ଓ କନକଦୁର୍ଗାମନ୍ଦିରରୁ ଡକାୟତି କରିଥିବା ଜଣାପଡ଼ିଛି । ଲୁଟେରାଙ୍କଭିତରେ ଜଣେମହିଳାଙ୍କ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସପହଞ୍ଚି ତଦନ୍ତ ଜାରିରଖିଛି।ଏହି ଘଟଣାପରେ ଶୁକ୍ରବାର ଭୁବନେଶ୍ଵର ଉତରବିଧାୟକ […]

ଅବହେଳା ନେଉଛି ନିରୀହଜନ୍ତୁଙ୍କ ଜୀବନ !

ଭୁବନେଶ୍ୱର,୯।୪(ଏସଏସନିଉଜ) ପୁଣି ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଗୁରୁବାର ଦିନ ଗୋଟିଏ ଅଣ୍ଡିରା ୫ବର୍ଷ ବୟସ୍କ ଜଙ୍ଗଲି କୁକୁରର ମୃତ୍ୟୁ ହୋଇଛି। ଗତ ମାର୍ଚ୍ଚ ୮ ତାରିଖରେ ଗୋଟିଏ ଜଙ୍ଗଲି କୁକୁରର ମୃତ୍ୟୁ ହୋଇଥିବା ବେଳେ ପୁଣି ଏକମାସ ବ୍ୟବଧାନ ପରେ ଆଉ ଗୋଟିଏ ଜଙ୍ଗଲି କୁକୁର ମୃତ୍ୟୁ ପଶୁପ୍ରେମିକୁ ବ୍ୟଥିତ କରିଛି।ଏବେ ସିଜେଡଏର ଏକ ଦଳ ନନ୍ଦନକାନନରେ ଥିବା ବେଳେ ଜଙ୍ଗଲି କୁକୁର ମୃତ୍ୟୁ ଘଟଣା ନନ୍ଦନକାନନ ମୁଖିଆଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ପ୍ରକାଶ ଯେ […]

ମହାନଦୀରେ ଭାସିଭାସି ଯାଉଥିଲେ

କଟକ,୯ା୪(ଏସଏସନିଉଜ)ମହାନଦୀର ମୁଣ୍ଡଳି ବ୍ରିଜ ପାଖ ତଳମୁଣ୍ଡରୁ ଭାସିଭାସି ଯାଉଥିବାଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୃର୍ତ୍ତିକୁଜଣେ କୈବର୍ତ୍ତ ମାଛ ମାରିବା ସମୟରେଉଧାର କରିଛି। ମିଳିଥିବା ସୁଚନା ମୁତାବକ ଗୁରୁବାର ସକାଳେ ମହାନଦୀରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ତିନି ମୃର୍ତ୍ତି ପାଣିରେ ଭାସି ଭାସି ଯାଇଥିବାର କିଛି ଲୋକ ଦେଖିବାକୁ ପାଇଥିଲେ । କିନ୍ତୁ ମୃର୍ତ୍ତି ଭାସୁ ଥିବାର ସ୍ଥାନରୁ କିଛି ଦୁରରେ ସ୍ଥାନୀୟ ଗ୍ରାମର ଜଣେ କୈବର୍ତ୍ତ ମାଛ ମାରୁଥିଲେ । ଠାକୁରଙ୍କ ତିନି ମୃର୍ତ୍ତି ଭାସି ଭାସୀ ଚାଲି […]

ପଟିଆ ଗ୍ରାମ ମୂରବୀଙ୍କ ପରଲୋକ

ଚନ୍ଦ୍ରଶେଖରପୁର,୯।୪(ଏସଏସନିଉଜ)ପଟିଆଗଡର ମୂରବୀ ତଥା ଜଣେ ଜଣାଶୁଣା ବ୍ୟକ୍ତି ଶିବେନ୍ଦ୍ର ପରିଡ଼ାଙ୍କ ଦେହାନ୍ତ ଗୁରୁବାର ଦିନ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇ ଥିଲା।ଗତ କିଛିଦିନ ହେବ ସେ ଅସୁସ୍ଥ ଥିବାବେଳେ ହଠାତ୍ ବୁଧବାର ତାଙ୍କର ଦେହ ବେଶୀ ଖରାପ ହୋଇଯାଇଥିଲା।ପରିବାର ଲୋକ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇ ନେଇଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା।ସେ ଭୁବନେଶ୍ଵର ମହାନଗର ନିଗମ ୱାର୍ଡ ନମ୍ୱର ୩ର କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡାଙ୍କ ଶଶୁର ଅଟନ୍ତି।ସେ ବିଭିନ୍ନ ଧାର୍ମିକ […]

ମାନସିକ ଭାରସାମ୍ୟ ନେଲା ଯୁବକର ଜୀବନ !

କଟକ, ୯।୪(ଏସଏସନିଉଜ) କୃଷ୍ଣଚନ୍ଦ୍ରପୁର ସାମଲ ସାହିରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ବୁଧବାର ରାତିରେ ଆତ୍ମହତ୍ୟା କରିଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶ ଯେ, ତ୍ରିଶୂଳିଆ ବଜାର ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ସାମଲ ସାହିର ରମେଶ ସାମଲ(୪୫) ନାମକ ବ୍ୟକ୍ତି ପାରିବାରିକ ଅଭାବ କାରଣରୁ କିଛିଦିନ ହେବ ମାନସିକ ଚିନ୍ତାଗ୍ରସ୍ତ ରହୁଥିଲେ। ବୁଧବାର ରାତିରେ ଶୀଘ୍ର ଖାଇବା ପରେ ଶୋଇବା ଘରେ ଫ୍ୟାନରେ ଏକ ଦୈଡି ସାହାଯ୍ୟରେ ଝୁଲି ପଡ଼ିଥିଲେ। […]

ଆଜିର ରାଶିଫଳ

ଏପ୍ରିଲମାସ ୧୦ତାରିଖ ୨୦୨୬ମସିହା(ଶୁକ୍ରବାର)ବୈଶାଖମାସ-କୃଷ୍ଣପକ୍ଷ,ତିଥି-ଅଷ୍ଟମୀ ରାତ୍ରି ଘ୧୧/୪୯ ଗତେ ନବମୀ,ନକ୍ଷତ୍ର- ପୂର୍ବା ଷ।ଢା ଦିବା ଘ୧୨/୪୦ଗତେ ଉତ୍ତରାଷ।ଢା,ସୁର୍ୟୋଦୟ ପ୍ରାତଃଘ୦୫/ ୩୮/୦୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୫୭,ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୧୧/୪୯ ଗତେ ଗତେ ପୂର୍ବେ,ବିଛା,ଧନୁ ଓ ମୀନରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୧୨/୪୦ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୫ମଧ୍ୟେ ଓ ଘ୦୮/୦୩ଗତେ ଘ୧୦/୩୯ମଧ୍ୟେ ଓ ଘ୧୨/୫୨ଗତେ ଘ୦୨/୨୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି […]

ପୂର୍ବ ବିବାଦକୁ ପାଇଁ ଫାଟିଲା ମୁଣ୍ଡ

ମେଣ୍ଢାଶାଳ,୮।୪(ଏସଏସନିଉଜ) ପୂର୍ବ ବିବାଦକୁ କେନ୍ଦ୍ର କରି ଏକ ଘରୋଇ ପରିବହନ କମ୍ପାନୀ ଫାଟକ ଆଗରେ ମାରଧର ହୋଇ ମୁଣ୍ଡ ଫଟାଫଟି ହେବା ଘଟଣାରେ ଚନ୍ଦକା ପୋଲିସ ଦୁଇଟି ମକଦ୍ଦମା ରୁଜୁ କରି ୫ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ମେଣ୍ଢାଶାଳ ଗ୍ରାମରଅମିତ କୁମାର ପାଣ୍ଡବ(୨୩)ସୋମନାଥ ଭୋଇ(୨୨) ଓ ଓମ୍ ପ୍ରକାଶ ପାତ୍ର(୨୧) ଗିରିଙ୍ଗାପୁଟ ଗ୍ରାମର ଦୀପକ ସାହୁ(୩୨) ଓ ଚକ୍ରଧର ବେହେରା(୪୬)। ପ୍ରକାଶଯେ, ଗିରିଙ୍ଗାପୁଟ ଗ୍ରାମର ଚନ୍ଦ୍ରକାନ୍ତ ବେହେରା କରିଥିବା ଅଭିଯୋଗ ଅନୁଯାୟୀ ଗାଁ […]

ଆଜିର ରାଶିଫଳ

ଏପ୍ରିଲ ମାସ ୦୯ ତାରିଖ ୨୦୨୬ ମସିହା (ଗୁରୁବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୯/୫୪ ଗତେ ଅଷ୍ଟମୀ,ନକ୍ଷତ୍ର- ମୂଳା ଦିବା ଘ୧୦/୦୩ ଗତେ ପୂର୍ବା ଷ।ଢା,ସୁର୍ୟୋଦୟ-ପ୍ରାତଃଘ୦୫/୩୮/୫୬, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୯/୫୪ ଗତେ ଗତେ ଐଶ।ନ୍ୟେ,ତୁଳା ଓକୁମ୍ଭ ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୯/୫୪ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୫୩ ଗତେ ଘ୦୬/୦୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ରାତ୍ରି […]