Browsing yearly archive

2026

ନହରକଣ୍ଟାରେ ବୃକ୍ଷରୋପଣ କଲେ, ଚାରା ବାଣ୍ଟିଲେ

ଭୁବନେଶ୍ୱର,୭।୭(ଏସଏସନିଉଜ)୭୧ତମ ବନ ମହୋତ୍ସବ ଅବସରରେ ନହରକଣ୍ଟାରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଏଥିରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିପ୍ରକୃତି ହେଉଛି ଜୀବନର ମୂଳ ଆଧାର ବୋଲି କହିଥିଲେ। ୭୧ତମ ବନ ମହୋତ୍ସବ ଅବସରରେ “ଗଛ ଲଗାଅ, ଜୀବନ ବଞ୍ଚାଅ” ମହାନ ବାର୍ତ୍ତାକୁ ସାକାର କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ନହରକଣ୍ଟାସ୍ଥିତ ସରସ୍ୱତୀ ଶିକ୍ଷା ମନ୍ଦିର ପରିସରରେ ୭୧ତମ ବନ ମହୋତ୍ସବ ପାଳନ ଅବସରରେ […]

ଆଜିର ରାଶିଫଳ

ଜୁଲାଇ ମାସ ୦୭ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୧/୧୬ ଗତେ ଅଷ୍ଟମୀ,ନକ୍ଷତ୍ର- ଉତ୍ତରଭ।ଦ୍ର ଦିବା ଘ ୦୪/୫୫ ଗତେ ରେବତୀ, ସୁର୍ୟୋଦୟ- ପ୍ରାତଃ ଘ୦୫/୧୭/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୫୧,ଯୋଗିନୀ ବାୟବ୍ୟେ ଦିବା ଘ୦୧/୧୬ଗତେ ଐଶ।ନ୍ୟେ,ମକର ରାଶିର ଘାତବାର,ଧନୁ ରାଶିର ଘାତଚନ୍ଦ୍ର,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵିପାଦ ଓ ଦିବା ଘ୦୧/୧୬ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୨୯ ଗତେ ଘ୦୩/୧୦ ମଧ୍ୟେ,ବାରବେଳା- ଦିବା ଘ୦୬/୫୬ ଗତେ ଘ୦୮/୩୫ ମଧ୍ୟେ,ବିଶୁଦ୍ଧ […]

ଛୋଟ ବନ୍ୟା ଆଶଙ୍କା: ସର୍ବୋଚ୍ଚଯନ୍ତ୍ରୀ

ଭୁବନେଶ୍ୱର,୬।୭(ଏସଏସନିଉଜ)ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା ଦେଖାଦେଇଛି ବୋଲି ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ।ସେ କହିଛନ୍ତିଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ।ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ।ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି।ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି।ଏବେ ସୁଦ୍ଧା ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ।ଅଧିକାଂଶ ରିଜର୍ଭର ଖାଲି ରହିଛି, ସମସ୍ୟା ନାହିଁ।ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲିବା […]

ଚତୁର୍ଥୀ ରାତିରେ ପୁତ୍ର ସନ୍ତାନ ଜନ୍ମ

ଭୁବନେଶ୍ୱର,୬|୭(ଏସଏସନିଉଜ) ଘରକୁ ନୂଆ ବୋହୂ ଆସିଥିଲା।ଘରେ ସମସ୍ତେ ଖୁସିରେ ଥିଲେ। କିନ୍ତୁ ସବୁ କିଛି ଓଲଟପାଲଟ ହୋଇଗଲା।ଏସବୁ ସୁଖ ନିମିଷକ ମଧ୍ୟରେ ଭାଙ୍ଗିଗଲା।ଚତୁର୍ଥୀରାତିରେ ପେଟ ଯନ୍ତ୍ରଣା ହେବାରୁ ନୂଆ ବୋହୂକୁ ଡାକ୍ତରଖାନାକୁ ନିଆଯାଇଥାଏ ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।ଏହିଭଳି ଘଟଣା ଏରସମାଥାନା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।ଏବେ ଉଭୟ ମା’ଓ ଶିଶୁପୁତ୍ର ଚିକିତ୍ସାଧୀନ ଥିବାର ଜଣାପଡିଛି।

ଭୁବନେଶ୍ବର ଡିସିପିଙ୍କ ଇସ୍ତଫା

ଭୁବନେଶ୍ବର,୬।୭(ଏସଏସନିଉଜ) ଭୁବନେଶ୍ବର ଡିସିପି ତଥା ୨୦୧୩ ବ୍ୟାଚ୍‌ର IPS ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି।ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍‌ପି ଭାବେ କାମ କରିଥିଲେ।୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ।ଇସ୍ତଫା ପରେ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି।ଅନ୍ୟ କୌଣସି କାରଣ ନୁହେଁ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି।କୌଣସି ଚାପ ନଥିଲା, ଲୋକଙ୍କ ସେବା କରିବାର ସୁଯୋଗ ପାଇଛି।ଓଡ଼ିଶାର ଲୋକେ ବହୁତ […]

ସେଲ୍ଫି ହେଲା କାଳ

ବାରଙ୍ଗ,୫।୭(ଏସଏସନିଉଜ) ସେଲ୍ଫିର ନିଶା ପୁଣି ପୁଣି କାଳ ସାଜିଛି । ନରାଜ ପୁରୁଣା ଆନୀକଟ(ମହାନଦୀ ଓ କାଠ ଯୋଡ଼ିର ସଙ୍ଗମସ୍ଥଳି) ରେ ଗାଧେଇବା ବେଳେ ସେଲ୍ଫି ଉଠାଉଥିବା ସମୟରେ ଦୁର୍ଘଟଣା ଘଟିଛି। କଟକ ମାଛୁଆ ବଜାରରୁ ଆସିଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି। ଆଜି ସନ୍ଧ୍ୟା ସମୟରେ କଟକ ଅଞ୍ଚଳର ୩ଜଣ ଯୁବକ ନରାଜ ବ୍ୟାରେଜକୁ ଗାଧେଇବାକୁ ଆସିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଗାଧୋଇବା ସମୟରେ ସେମାନେ ମୋବାଇଲରେ ସେଲ୍ଫି ନେଉଥିଲେ। […]

୪ ମନ୍ଦିରରୁ ଅଳଙ୍କାର ଲୁଟିଲେ ଦୁବୃର୍ତ୍ତ

ବାରଙ୍ଗ,୫।୭(ଏସଏସନିଉଜ)ଶନିବାର ରାତିରେ ବାରଙ୍ଗ ଅଞ୍ଚଳରୁ ସିରିଜ୍ ଚୋରୀ ହୋଇଛି।ଚୋରମାନେ ଏଥର ମନ୍ଦିରକୁ ଟାର୍ଗେଟ କରିଛନ୍ତି।୪ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକଟଙ୍କାର ଅଳଙ୍କାର ଚୋରୀ କରିନେଇଛନ୍ତି ଦୁର୍ବୃତ୍ତ। ବାରଙ୍ଗଥାନା ଅଧୀନସ୍ଥ କଣ୍ଟାପାଟଣାଗ୍ରାମର ହନୁମାନମନ୍ଦୀର, ମହାଲକ୍ଷ୍ମୀ ମନ୍ଦିର,ମଙ୍ଗଳାମନ୍ଦିର ଏବଂ ଦାଢ଼ାପାଟଣାସ୍ଥିତ ମା କନକଦୂର୍ଗାମନ୍ଦିରରୁ ଶନିବାର ବିଳମ୍ୱିତରାତିରେ ଚୋରୀ ହୋଇଛି।ଚୋରମାନେ ଅଳଙ୍କାର ସବୁ ଲୁଟି ନେଇଛନ୍ତି।ଏନେଇ ବାରଙ୍ଗଥାନାରେ ଅଭିଯୋଗ ପରେ ପୋଲିସ ସନ୍ଧାନି କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭକରିଛି।ସବୁଠାରୁ ବଡକଥା ହେଲା ଥାନା ପଛପଟେ ଥିବା କନକଦୁର୍ଗା ମନ୍ଦିରରୁ ଚୋରିକରି ପୋଲିସକୁ ଖୋଲା […]

ସାବଧାନ!ରାସ୍ତା ମଝିରେ ବିରାଟ ଖାଲ

ବାରଙ୍ଗ,୫।୭(ଏସଏସନିଉଜ)ରାଜ୍ୟରେ ଲଗାତର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାସ୍ତାଘାଟ ଖାଲ ଖମାରେ ପରିପୂର୍ଣ ହୋଇଯାଇଛି।ଗୋଡିସାହି ବାଙ୍କୀ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାରେ ପରିପୂର୍ଣ ହୋଇ ଯାତାୟାତରେ ବାଧା ସୃଷ୍ଟି କରିଛି।ଖାଲ ମାନଙ୍କରେ ବର୍ଷା ପାଣି ଜମି ରହିବାରୁ ପଥଚାରୀ ମାନଙ୍କଠାରୁ ଆରମ୍ଭ କରି ବାଇକ୍ ଚାଲକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି।ଗୋଡିସାହି ବ୍ରିଜ ଉପରେ ବିରାଟ ଖାଲ ସୃଷ୍ଟି ହୋଇଛି।ସାଧାରଣ ଲୋକଙ୍କ ଜାଣିବା ପାଇ ସ୍ଥାନୀୟଲୋକ ଖାଲ ମଝିରେ ଏକ ବାଉଁଶ ଖୁଣ୍ଟ […]

ଆଜିର ରାଶିଫଳ

୨୦୨୬ ମସିହା, ଜୁଲାଇ ମାସ, ୬ ତାରିଖ, ସୋମବାର । 🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୬/୨୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/୪୮,ଆଷାଢ଼ ମାସ,କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ଷଷ୍ଠୀ ଦିବା ଘ୧/୩୮ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ।ନକ୍ଷତ୍ର- ପୂର୍ବଭାଦ୍ର ନକ୍ଷତ୍ର ଦିବା ଘ୪/୩୯ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ନକ୍ଷତ୍ର ।ଚନ୍ଦ୍ର- କୁମ୍ଭଚନ୍ଦ୍ର ଦିବା ଘ୧୦/୨୬ମି ପର୍ଯ୍ୟନ୍ତ ତଦନ୍ତେ ମୀନଚନ୍ଦ୍ର ।ସୌର ଚଳନେ – ମିଥୁନ ଦିନ୨୨ ।ସୌଭାଗ୍ୟଯୋଗ ଦିବା ଘ୪/୫୮ମି ପର୍ଯ୍ୟନ୍ତ ତଦନ୍ତେ ଶୋଭନଯୋଗ । କରଣ- ବାଣିଜ୍ୟକରଣ ଦିବା ଘ୧/୩୮ମି ପର୍ଯ୍ୟନ୍ତ ତଦନ୍ତେ […]

ବୁଦ୍ଧମନ୍ଦିରରେ ଶାନ୍ତିସେନା ପୁସ୍ତକ ଉତ୍ସବ

ଭୁବନେଶ୍ୱର, ୪।୭(ଏସଏସନିଉଜ) ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଶାନ୍ତିସେନା ପବ୍ଲିକେଶନ ପକ୍ଷରୁ ଏକ ଭବ୍ୟ ‘ଶାନ୍ତିସେନା ପୁସ୍ତକ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ସଂସ୍କୃତି ଓ ଜ୍ଞାନର ପ୍ରସାରକୁ ନେଇ ଆୟୋଜିତ ଏହି ସାରସ୍ୱତ ସମାରୋହରେ ବହୁ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଜନନେତା ଓ ସମାଜସେବୀ ଗୋଲକ ପ୍ରସାଦ ମହାପାତ୍ର ମୁଖ୍ୟଅତିଥି, ପ୍ରସିଦ୍ଧ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଏବଂ ପ୍ରେଫେସେର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସଭାପତି ଭାବେ ଯୋଗଦେଇ ସାହିତ୍ୟର […]