୨ କୋଟି ମୁଲ୍ୟର ବ୍ରାଉନ ସୁଗାର ଜବତ

ବାଲେଶ୍ୱର, ୧୮/୮(ଏସଏସନିୟୁଜ) ଗତକାଳି ସନ୍ଧ୍ୟାରେ ଜଳେଶ୍ୱର ଅଞ୍ଚଳରୁ ୨ କୋଟିରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନସୁଗର ଜବତ କରିଛି ପୋଲିସ ।ଏହି ଘଟଣାରେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବାର ଜଣାପପଡିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ ଆମେନା ବିବି ଓ ଏସକେ ରଫିକ୍ ଘରେ ପୁଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ ।

Comments (0)
Add Comment