୩ ଜିଲ୍ଲାରେ କାଲିଠାରୁ ଖୋଲିବ ଗାଡ଼ି ଶୋରୁମ୍

ଭୁବନେଶ୍ୱର ୩୧/୫(ଏସଏସନିୟୁଜ) ସୁନ୍ଦରଗଡ, ନୂଆପଡା ଓ ଗଜପତି ଜିଲ୍ଲାରେ ଲକଡାଉନ୍ କୋହଳ ରହିଛି ।କେବଳ ଏହି ତିନଟି ଜିଲ୍ଲାରେ କାଲିଠାରୁ ଗାଡ଼ି ଶୋରୁମ ଖୋଲିବା ସହ ନୂଆ ଗାଡି ପଞ୍ଜୀକରଣକୁ ଅନୁମତି ମିଳିଛି ।ଏନେଇ ସୁନ୍ଦରଗଡ, ନୂଆପଡା ଓ ଗଜପତି ଜିଲ୍ଲାର ଆରଟିଓଙ୍କୁ ରାଜ୍ୟ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment